ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚାୟତ ନୂଆଗୁଡା ଠାରେ ଏକ ବିଭାହ ଅନୁଷ୍ଠିତ ହେଇଥିଲା ଶ୍ରୀ ନିରଗତ ଯାଦବ ଙ୍କ ବଡ଼ ପୁଅ ଶ୍ରୀ ତ୍ରିନାଥ ଯାଦବ ଙ୍କ ବିଭାହ ହାଇଥିଲା ଏହି ବିଭାହ ରେ ବର କୁ ନେଇ ପାଟାଛୁଆଁ ଶ୍ରୀ ରବି ଯାଦବ ଙ୍କ ବଡ଼ କନ୍ୟା ଶ୍ରୀ ମତୀ ରୁପା ଯାଦବ ଙ୍କ ଘର କୁ ଯାଇଥିଲେ ଓ ସେଠାରେ ସମାଜ ର ରୀତି ବିଥି ଅନୁଷ୍ଠାନ ରେ କାର୍ଯ୍ୟ କରାଯାଇଥିଲା ବର କନ୍ୟା କୁ ନେଇ ହୁମ କରିବା ସହିତ ହସ୍ତଗଣ୍ଟି ଓ ପାଣି ଗ୍ରହଣ ମଧ୍ଯ କରିଥିଲେ ଏବଂ ସେଠାରେ ଯାଦବ ସମାଜ ନୂତ୍ୟ ପରିବେଷଣ ମଧ୍ଯ କରିଥିଲେ ଏବଂ ଯାଦବ ସମାଜ ର ମୁଖ୍ୟ କାର୍ଯ୍ୟ କର୍ତା ଭାବରେ ନୂଆଗୁଡା ସୁକନାଥ ଯାଦବ ଛତର ଯାଦବ ଓ ଇନ୍ଧଲାହାଣ୍ଡି ଚତୁ ର ଯାଦବ ତାରାଗାଁ ଭଗବାନ ଯାଦବ ଇଙ୍ଗରା ଚନ୍ଦନ ଯାଦବ ଏବଂ ଇନ୍ଧଳାହାଣ୍ଡି ରୁପସୀଙ୍ଗ ଯାଦବ ଯୋଗଦେଇ ଥିଲେ l ଏବଂ ନୂଆଗୁଡା ଗଣ୍ଡ ସମାଜ ର ସମାଜ ସେବି ଶ୍ରୀ ରତନ ଗଣ୍ଡ ଶୁକନାଥ ଗଣ୍ଡ ରତିରାମ ଗଣ୍ଡ ଓ ସନସାୟ ଗଣ୍ଡ ମଙ୍ଗୁତୁ ଗଣ୍ଡ ଏବଂ ଜୁଗଦର ଗଣ୍ଡ ମେଘ ଗଣ୍ଡ ଏବଂ ବେହେଡ଼ା ପଞ୍ଚୟତ ର ସରପଞ୍ଚ ପ୍ରତିନିଧି ଚଇତୁ ଗଣ୍ଡ ଯୋଗଦେଇଥିଲେ ଉମରକୋଟ ବ୍ଲକ ପ୍ରତିନିଧି (ଲାଲଧର ଦୁର୍ଗା )ଙ୍କ ରିପୋର୍ଟ
I.J. B News
