କବିସୂର୍ଯ୍ୟନଗର , ୧୨/୦୩ – ( କୃଷ୍ଣ ଚନ୍ଦ୍ର ପଲାଇ ) -:- କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବିଧାନସଭା ପ୍ରାର୍ଥୀ ରଞ୍ଜନ ପୋଲଇଙ୍କ ସଭାପତିତ୍ୱ ରେ , ତ୍ରିଦେବ, ମଣ୍ଡଳ ସଭାପତି ଓ ଶକ୍ତିକେନ୍ଦ୍ର ପ୍ରଭାରୀ ବୈଠକ ଅନୁଷ୍ଠିତ ହେଲା l ଉକ୍ତ ବୈଠକ ରେ ରାଜ୍ୟ ସଂଯୋଜକ ସରୋଜ ସାବତ, ସ୍ୱଚ୍ଛ ଭାରତ ମିଶନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ଲୋକସଭା ସଂଯୋଜକ ଅନିଲ ପଣ୍ଡା, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଅରୁଣ ପଣ୍ଡା, ପୃଥିବୀରାଜ ମହାପାତ୍ର , ନିର୍ବାଚନ ମଣ୍ଡଳୀର ସଂଯୋଜକମଧୁସୂଦନ ଜେନା , ପ୍ରଭାରୀଜୟନ୍ତୀ ପଢିହାରୀ , ମଣ୍ଡଳ ସଭାପତିଅଶୋକ ସାହୁ, ମୀନକେତନ ପାଣିଗ୍ରାହୀ ଅଶୋକ ପ୍ରଧାନ ଶ୍ରୀକାନ୍ତ ପଣ୍ଡା , ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ ଜିଲ୍ଲା କୋଷାଧକ୍ଷ ପୀତବାସ ପଣ୍ଡା, ମୁରଲୀ ପାଣିଗ୍ରାହୀ, ମହିଳା ମୋର୍ଚା ସାଧାରଣ ସମ୍ପାଦିକା ମୀରା ଦେଓ, ମଧୁସ୍ମିତା ପୋଲାଈ, ସଭାନେତ୍ରୀ ରିତାଞ୍ଜଳୀ ମିଶ୍ର କୋଦଳା NAC ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ,ଉପନାଗରପାଳ ରଂଜିତା ସେଠୀ,ପ୍ରମୁଖ ସମସ୍ତ ପଂଚାୟତ ର ସଭାପତି ଯୋଗଦେଇଥିଲେ ।
