ଗୋପାଳପୁର , ୦୫/୦୭ -:- ବୁଧବାର ଦିନ ସକାଳ ୧୧ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ୪ ନମ୍ବର ୱାର୍ଡ ର ରାସ୍ତା ଓ ନାଳ କାମ ର ଶୁଭ ଦେଲେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା । ଏହି ଅବସରରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ ବିବେକ ରେଡ୍ଡୀ,ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।
