You are currently viewing ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ::
ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ::

ପୁରୁଷୋତ୍ତମପୁର ତା-୨୩/0୩ /ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଅଧ୍ଯକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରେ ଯୋଗ ଦେବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ପ୍ରକାଶ ଥାଉକି ଆସନ୍ତା ୨୬ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ” ହିଞ୍ଜିଳି ନିର୍ବାଚନ ମଣ୍ଡଳୀ’ ଛତ୍ରପୁର ନିର୍ବାଚନ ମଣ୍ଡଳୀକୁ ଗ୍ରସ୍ତ କରୁଥିବାରୁ ସେହି ପୋଗ୍ରାମରେ ଯୋଗ ଦେବାପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମପୁର ବ୍ଲକର ୨୬ ଟି ପଞ୍ଚାୟତର ୩ ଟି ଜିଲ୍ଲାପରିଷଦ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ”ଆସ୍କା ସାସଂଦଙ୍କ ପ୍ରତିନିଧି ”ଏନଏସି ଉପାଧ୍ୟକ୍ଷ ‘
ଏହି ପୋଗ୍ରାମକୁ ପରିଚାଳନା କରିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି l କମିଟିରେ ପୂର୍ବତନ ବ୍ଲକ ଅଧକ୍ଷ ତଥା ଆତ୍ମାର ଅଧକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ସୁବ୍ରାଂଶୁ ଶେଖର ସାବତ ”କାଉନସିଲର ଅଶୋକ କୁମାର ମହାଙ୍କୁଡ ‘ ସରପଞ୍ଚ ଦାସ ବେହେରା ‘ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ନାହକ ‘ ରମେଶ ଦଳାଇଙ୍କ ” ବିଜେଡି ଅନ୍ୟ ତମ କର୍ମୀ ଜଗତ ପଣ୍ଡା ” ନିର୍ମଳ ସାହୁ,ସରପଞ୍ଚ ମନୋଜ ଦାସ ”ପି ନାରାୟଣ ରାଓ ”ଗୋପାଳ ଦୋରା ପ୍ରମୁଖ ଉପସ୍ଥିତ ଥିଲେ l. ରିପୋର୍ଟ ପ୍ରସନ୍ନ କୁମାର ଦାସ