You are currently viewing ଲଭ ପରେ ଧୋକ୍କା ଦେବା ଅଭିଯୋଗ ରେ ପରେ କୋଦଳା ପୋଲିସ ଦ୍ୱାରା ଯୁବକ ଗିରଫ
ଲଭ ପରେ ଧୋକ୍କା ଦେବା ଅଭିଯୋଗ ରେ ପରେ କୋଦଳା ପୋଲିସ ଦ୍ୱାରା ଯୁବକ ଗିରଫ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣାର ଜଣେ ବିବାହିତ ମହିଳା ଙ୍କୁ ଫେସବୁକ୍ ରେ ମୋବାଇଲ ନମ୍ବର ଦେଇ ପ୍ରଥମେ ଭଲ ପାଇଥିଲା ଢେଙ୍କାନାଳ ର ଯୁବକ ରତିକାନ୍ତ ଓରଫ ଚନ୍ଦୁ ବିହାରୀ ! ତାପରେ ଭିଡିଓ କଲରେ ଉଲଗ୍ନ ଫଟୋ ରେକର୍ଡିଂ ମଧ୍ୟ କରିବା ପରେ ସୋସିଆଲ ମିଡ଼ିଆ ରେ ଭାଇ ରାଲ କରିବା ଭୟ ଦେଖାଇ ସେକ୍ସ କରିବାକୁ ବାଧ୍ୟ କରିଥିଲା ଚନ୍ଦୁ ! ଏଥିରେ ବିଫଳ ହେବା ପରେ ମାରିବାକୁ ଧମକ ମଧ୍ୟ ଦେଇଥିଲା ବୋଲି ଯୁବତୀ ଜଣକ କୋଦଳା ଥାନାରେ ଅଭିଯୋଗ କରିଥିଲା ! ଅଭିଯୋଗ ପାଇ ଗତକାଲି 140/23ରେ କୋଦଳା ଥାନାରେ କେଶ ରୁଜୁ କରି ପୋଲିସ 24 ଘଣ୍ଟା ଭିତରେ ବୋଉଳପୁର, ଢେଙ୍କାନାଳ ରୁ ଆସାମୀ ଚନ୍ଦୁ କୁ ଧରି ଆଜି କୋର୍ଟ ଚଲାଣ କରିଥିବା କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।