You are currently viewing ତାରାତାରିଣୀ ମନ୍ଦିର ପୂଜକଙ୍କୁ ଆକ୍ରମଣ ର ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ,
ତାରାତାରିଣୀ ମନ୍ଦିର ପୂଜକଙ୍କୁ ଆକ୍ରମଣ ର ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ,

ପୁରୁଷୋତ୍ତମ ଥାନା ଅନ୍ତର୍ଗତ ରାଇପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଶୁଣ୍ଢୀ ସାହି ଛକ ନିକଟରେ ଗତ 15/09/2025 ରିଖ ରେ ଗୋପୀ ରଣା ନାମକ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା । ଏବଂ ଅଭଯୁକ୍ତ ମାନେ ସେହି ଗ୍ରାମରହୋଇ ଥିଲେ,
ଗୋପୀନାଥ ତାରାତାରିଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋପୀନାଥଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣା ବିଷୟରେ ପରିବାର ବର୍ଗ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୋପୀନାଥଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଭାଟକୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଏମକେସିଜିଏବେ ଭୁବନେଶ୍ୱର କୁ ସ୍ଥାନାନ୍ତରକରି ଚିକିତ୍ସିତ ହେଉଛନ୍ତି | | ଅନ୍ୟପକ୍ଷରେ ଆକ୍ରମଣ ପରେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁଫେରାର ହୋଇ ଯାଇଛନ୍ତି |ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତନାଘନା କରିବା ସହ ମେଡିକାଲ ଯାଇ ତଦନ୍ତ କରି ଥିଲେ | ତେବେ ଦୀର୍ଘ 24 ଦିନ ପରେ ଆଜି ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ ନାୟକ ଙ୍କ ନିର୍ଦେଶ ରେ ଏବଂ ଆଇ ଆଇସି ରାଜେଶ ନାୟକ ଏବଂ ଥାନାର ଷ୍ଟାଫ ଙ୍କ ସହଯୋଗ ରେ ଆଜି ସେହିଗ୍ରାମର ତିନି ଜଣ ଅଭିଯୁକ୍ତ–1– ଆଶୁତୋଷ ରଣା (ଜଟି ) 22ବର୍ଷ,ପିତା, ସୂର୍ଯ୍ୟନାରାୟଣ ରଣା, 2–ସୁଶାନ୍ତ ଦାସ (କଙ୍କି ) 20ବର୍ଷ,ପିତା, ରମେଶ ଦାସ,, 3–ସୁମନ ପାତ୍ର 17ବର୍ଷ,ପିତା ଟିଙ୍କୁ ପାତ୍ର, ସମସ୍ତଙ୍କୁ ଥାନା ଧିକାରୀ ରାଜେଶ ନାୟକ ଓଷ୍ଟାଫ ସେମାନଙ୍କୁ ଗିରଫ କରିଥାନା କେଶ ନଂ 722/15/09/22 ପ୍ରକାରେ ଓ ଧାରା ଅଣ୍ଡେର ସେକ୍ସନ, 296/118(2)/109(1)/351(3)/3(5)BNS /R.w ses 25(1)(a)ଆର୍ମସ ଏକ୍ଟ ଅନୁସାରେ କୋର୍ଟ ଚାଲାଣ କରି ଛନ୍ତି |ଏବଂ କୋର୍ଟ ରେ ବେଲ ନାମଞ୍ଜୁର ହେବାରୁ ସେମାନକୁ ଲାଞ୍ଜିପଲୀ ଜେଲ କୁ ପଠା ଯାଇଛି |

( ରିପୋର୍ଟ ପ୍ରସନ୍ନ କୁମାର ଦାସ)