You are currently viewing ବ୍ରହ୍ମପୁର ଠାରେ ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ପାଳନ ।
ବ୍ରହ୍ମପୁର ଠାରେ ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ପାଳନ ।

ବ୍ରହ୍ମପୁର , ୦୭/୦୪ -:- ଗାନ୍ଧୀ ନଗର ଦ୍ୱତୀୟ ଲାଇନ୍ ସ୍ଥିତ ଜନ ସେବା ପ୍ରକୋଷ୍ଠରେ ବିଜେପି ମେୟର ପ୍ରାର୍ଥୀନୀ ଡଃ ସବିତା ସୁଆରଙ୍କ ନେତୃତ୍ଵରେ ବିଜେପି ର ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗଞ୍ଜାମ୍ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସତୀଶ ପାତ୍ର ବିଜେପି ପତାକା ଉତ୍ତୋଳନ କରିଥିଲେ l ବିଜେପି କାର୍ଯ୍ୟକର୍ତ୍ତା ମାନେ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରିଥିଲେ l ଏଥିରେ ୱାର୍ଡ ନମ୍ବର ୨୦ କର୍ପୋରେଟର କରୁଣାକର, ୱାର୍ଡ ନମ୍ବର ୩ କର୍ପୋରେଟର ସବିତା ସାହୁ, ୱାର୍ଡ ୨୧ କର୍ପୋରେଟର ପ୍ରଦୀପ ଶତପଥୀ , ବଣ୍ଡ ସିଙ୍ଗ ଗୋଜେନ୍ଦ୍ର ଚୌଧୁରୀ , ଅନିଲ,ଲୋକନାଥ, ରବିନ୍ଦ୍ର ସାବତ, ରମେଶ ବେହେରା,