You are currently viewing ବ୍ରହ୍ମପୁର ଶିକ୍ଷା କଲେଜର ବାଣିଜ୍ୟ ବିଭାଗ ପକ୍ଷରୁ ଏକ କ୍ୟାରିୟର ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବ୍ରହ୍ମପୁର ଶିକ୍ଷା କଲେଜର ବାଣିଜ୍ୟ ବିଭାଗ ପକ୍ଷରୁ ଏକ କ୍ୟାରିୟର ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର , ୦୮/୦୪ -:- ବ୍ରହ୍ମପୁର ଶିକ୍ଷା କଲେଜର ବାଣିଜ୍ୟ ବିଭାଗ ପକ୍ଷରୁ ଏକ କ୍ୟାରିୟର ଆୱାରନେସ ୱାର୍କସପ ଡାଇମଣ୍ଡ ଜୁବ୍ଲି ଟାଉନ୍ ହଲରେ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ହାଇଦ୍ରାବାଦ ସ୍ଥିତ ହିମ୍ ଲାଇଫ ସ୍କୁଲର ପ୍ରତିଷ୍ଠାତା
ଚାର୍ଟଡଆକାଉଣ୍ଟ ହିମକାନ୍ତ ଅନ୍ଦଭାର୍ପୁ,ସମ୍ମାନିତ ଅତିଥି ରୁପେ ଦକ୍ଷିଣ ଓଡିଶା କୋଷ୍ଟ ଆକାଉଣ୍ଟସ ର ଚୟାରମେନ CMA ନୃସିଂହ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହିଥିଲେ l