ସାନଖେମୁଣ୍ଡି : ୨୫/୦୪/୨୩ (ରଘୁନାଥ ନାୟକ) ଗଞ୍ଜାମ ର ବିଭିନ୍ନ ସ୍କୁଲ ରେ 5ଟି ର ଶୁଭ ଆରମ୍ଭ କରିବା ସହ ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ସୁନ୍ଦରପୁର ରେ 5 ଟି ସ୍କୁଲ ରୂପାନ୍ତିକାରଣ ଶୁଭ ଆରମ୍ଭ ମଧ୍ୟ କରିଛନ୍ତି ଶ୍ରୀଯୁକ୍ତ ନବୀନୀ ପଟ୍ଟନାୟକ ଭିଡିଓ କନ୍ନଫେନ୍ସ ମାଧୀୟମ ଦ୍ଵାର ଶୁଭଆରମ୍ଭ କରିବା ସହ ପିଲା ମାନଙ୍କ ର ଶିକ୍ଷା ର ଉନ୍ନତି ପାଇଁ ଶିକ୍ଷା ର ଭିତିଭୂମିକୁ ଆଗକୁ ନେବାପାଇଁ ଗଞ୍ଜାମ ର ପିଲାମାନେ କିପରି ଶିକ୍ଷା ଉପରେ ଗୁରୁତ୍ୱ ଦେବେ ତାହାକୁ ଆଖି ଆଗରେ ରଖି 5ଟି ର ଶୁଭଆରମ୍ଭ

କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅଥିତି ଭାବେ ଯୁଗଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିମାଞ୍ଚଳ ପାତ୍ର ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଏବିଓ ଶୁକଦେବ ମଲ୍ଲିକ ସରପଞ୍ଚ ସିମାଞ୍ଚଳ ଗୌଡ଼ ପିଓ ରାମ ପୁଷ୍ଟି (ଜି. ଆର.ଏସ) ଶିବରାମ ସାହୁ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ ଆସ୍କା କୋପରେଟ ବ୍ୟାଙ୍କ ର ଡାଏରେଟର ଶ୍ରୀଯୁକ୍ତ ଗଙ୍ଗାଧର ପାତ୍ର ଶିକ୍ଷା ବିଭାଗ ଆଧିକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରି, ଛାତ୍ରଛାତ୍ରୀ, ସ୍କୁଲ କମିଟି ଅଭିଭାବକ ମାନେ ଯୋଗ ଦେଇଥିଲେ


