You are currently viewing ପୁରୁଷୋତ୍ତମପୁର ବ୍ଳକ ହାଣ୍ଡିଘର ଗ୍ରାମର ମନ୍ଦିର ପ୍ରତିଷ୍ଠା ର ଏକବର୍ଷ ପୂର୍ତ୍ତି ଉଛବ ରେ ଯୋଗଦେଲେ ଖଲ୍ଲିକୋଟ ବିଧାୟିକା ଓ ସରପଞ୍ଚ ସମିତି ସଭ୍ୟ |
ପୁରୁଷୋତ୍ତମପୁର ବ୍ଳକ ହାଣ୍ଡିଘର ଗ୍ରାମର ମନ୍ଦିର ପ୍ରତିଷ୍ଠା ର ଏକବର୍ଷ ପୂର୍ତ୍ତି ଉଛବ ରେ ଯୋଗଦେଲେ ଖଲ୍ଲିକୋଟ ବିଧାୟିକା ଓ ସରପଞ୍ଚ ସମିତି ସଭ୍ୟ |

ପୁରୁଷୋତ୍ତମପୁର ବ୍ଳକ ହାଣ୍ଡିଘର ଗ୍ରାମରେ ନୂତନ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ର ଏକବର୍ଷ ପୂର୍ତ୍ତି ଉଚ୍ଚବରେ ବ୍ରାହ୍ମଣ ଙ୍କ ଦ୍ୱାରା ଦୁଈ ଦିନିଆ କାର୍ଯ୍ୟକ୍ରମ ରେ ଆଜି ପୂର୍ବାହ୍ନ ରେ ଯୋଗଦେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ବ୍ଳକ ଅଧକ୍ଷା ପିଙ୍କି ବେହେରା, ହାଣ୍ଡିଘର ସର ପଞ୍ଚ ସଂଗୀତା ମହାପାତ୍ର, ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ତାପସ ବେହେରା ଙ୍କ ସହିତ ଆଛୁଳି ସରପଞ୍ଚ ସୁଧାକର ଗୌଡ଼, ଭାଟ କୁମରଡ଼ା ସମିତି ସଭ୍ୟ କୋରନାଥ ସ୍ବାଇଁ, ବରିଷ୍ଟ ବିଦ୍ୱାନ ପଣ୍ଡିତ ଙ୍କ ସହ ଗ୍ରାମବାସୀ ମାନେ ଙ୍କ ସହଯୋଗ ରେ ହୋମ, କର୍ମ, ଏବଂ ନିତି, ନିୟମ ଵିଧି ବିଧାନ ଅନୁସାରେ ଏହାର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ କରାଯାଇଥିଲା | ବିଧାୟିକା ଏହି ହୋମ କର୍ମରେ ଯୋଗଦେଇ ଥିବାରୁ ହାଣ୍ଡିଘର ପଞ୍ଚାୟତ ବାସି ମାନେ ଏବଂ ମନ୍ଦିର ପରିଚାଳନା କମିଟି ବହୁତ ଖୁସି ବ୍ୟକ୍ତ କରିଛନ୍ତି | ରିପୋର୍ଟ୍ ପ୍ରସନ୍ନ କୁମାର ଦାସ