ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୋଙ୍କୋରଡl ବିଜ୍ଞାନ ମହା ବିଦ୍ୟାଳୟରେ ସୋମବାର ଦିନ ଓଡ଼ିଶା ମିଲେଟ୍ ମିଶନ (OMM) ତରଫରୁ millet quiz competition ଆରମ୍ଭ ହୋଇଥିଲା l ଉକ୍ତ ପ୍ରତିୋଗିତlଟି କଲେଜ ର ଅଧ୍ୟକ୍ଷ ଡ଼ଃ. ପ୍ରକାଶ ଚନ୍ଦ୍ର ଜେନାଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ପ୍ରୋଜେକ୍ଟ ଅଫିସର ଅମ୍ବିକା ଦୂତ୍ ଏବଂ ବ୍ଲକ ସଂଯୋଜକ ଶିବ ପ୍ରଧାନ ମୁଖ୍ୟ କାଯ୍ୟ କର୍ତ୍ତା ଭାବେ ଯୋଗଦେଇଥିଲେ l ଏହି ପ୍ରତିଯୋଗିତାରେ କଲେଜର ଛାତ୍ର ଛାତ୍ରୀ ମାନେ ଭାଗ ନେବା ସହିତ , ପ୍ରତିଯୋଗିତା ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହା ସହିତ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ପ୍ରତିଯୋଗିତାଟିକୁ ସଫଳ କରାଇ ଥିଲେ ଲ

ରିପୋର୍ଟ -ସପନ ଦାସ
