You are currently viewing ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ନିକଟରେ ପୁରୁଷୋତ୍ତମପୁର ବିଜେପି କର୍ମକର୍ତା ଙ୍କ ଦ୍ୱାରା ରେଳରାଷ୍ଟ୍ର ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା,
ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ନିକଟରେ ପୁରୁଷୋତ୍ତମପୁର ବିଜେପି କର୍ମକର୍ତା ଙ୍କ ଦ୍ୱାରା ରେଳରାଷ୍ଟ୍ର ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା,

ପୁରୁଷୋତ୍ତମପୁର ବ୍ଲକର ବସଷ୍ଟାଣ୍ଡ ଠାରେ ବହୁ ବିଜେପି ନେତା ମାନେ ଆଜି କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଓ ବୟନ ଶିଳ୍ପ ମନ୍ତ୍ରୀ ଦର୍ଶନା ଯର୍ଦୋଷ ଙ୍କୁ ଅପରାହ୍ନ ରେ ବସ ଷ୍ଟାଣ୍ଡ ଠାରେ ଅପେକ୍ଷା କରି ଥିଲେ ସେ ଏହି ରାସ୍ତା ଦେଇ ଯିବା ବେଳେ ତାଙ୍କୁ ଭେଟି ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି କଥା ବାର୍ତ୍ତା କରିଥିଲେ | ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବିଜେପିର ବହୁ ନେତା ତଥା ଘୁମସାର ଜିଲ୍ଲା ବିଜେପି ସମ୍ପାଦକ ଅନିଲ କୁମାର ପଣ୍ଡା, ଯୁବ ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ଜିଲ୍ଲା ବିଜେପି ଉପସଭାପତି କୋରନାଥ ସ୍ବାଇଁ, ଭାଟ କୁମରଡ଼ା ସଭାପତି ବସନ୍ତ ସ୍ବାଇଁ, ସୂର୍ଯ୍ୟ ନାରାୟଣ ମହାରଣା, ପୁରୁଷୋତ୍ତମପୁର ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ସୁକାନ୍ତ ଦାସ,।

ପୂର୍ବତନ ମଣ୍ଡଳ ସଭାପତି ଟୁକୁନା ବେହେରା ବର୍ତମାନ ପୁରୁଷୋତ୍ତମପୁର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର,ଜି ମଙ୍ଗରାଜ ବେହେରା, ଜିଲ୍ଲା ଲ୍ଲା ସଭାପତି ଗୋକୁଳ ନନ୍ଦ ମଲିକ, ପଙ୍କଜ ମାଝୀ, ଶଙ୍କର ନାହକ, ସୁରେନ୍ଦ୍ର ସାହୁ, ଙ୍କ ସହିତ ରାଜ୍ୟ ବିଜେପି ଉପସଭାପତି ଅନିତା ପ୍ରିୟ ଦର୍ଶନୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ବିଭିର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ | ମନ୍ତ୍ରୀ ଙ୍କ ଗ୍ରସ୍ତ କୁ ପୋଲିସ ମଧ୍ୟ ସବୁ ପ୍ରକାର ସୁରକ୍ଷା ପ୍ରଦାନ କରିଥିଲେ |ରିପୋର୍ଟ ପ୍ରସନ୍ନ କୁମାର ଦାସ