You are currently viewing ପକ୍ଷାଘାତ ରେ ଆକ୍ରାନ୍ତ ଙ୍କୁ ସହାୟତା ପ୍ରଦାନ କଲେ ପୂର୍ବତନ ନଗରପାଳ
ପକ୍ଷାଘାତ ରେ ଆକ୍ରାନ୍ତ ଙ୍କୁ ସହାୟତା ପ୍ରଦାନ କଲେ ପୂର୍ବତନ ନଗରପାଳ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ବଂଶୀଧର ପ୍ରଧାନ ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଈଛନ୍ତି। ପରିବାର ପକ୍ଷରୁ ବିଭିନ୍ନ ମେଡିକାଲରେ ଦେଖାଇ ନିରାଶ ହୋଇଥିଲେ ! ଏହି ଖବର ପାଇ କୋଦଳା ଏନ ଏ ସି ର ପୂର୍ବତନ ନଗରପାଳ ସୁନିତା ପ୍ରଭା ସାହୁ ବଂଶୀଧର ଙ୍କ ଘର କୁ ଯାଇ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ! ଏଥି ସହ ଭଗବାନ ଙ୍କ ନିକଟରେ ବିଶ୍ୱାସ ରଖି ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇ ଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଈ ଜେ ବି ନିୟୁଜ ।