ଭୁବେନେଶ୍ୱର , ୧୪/୦୩ -:- ଭୁବେନେଶ୍ୱର ନୟାପଲ୍ଲୀ
ବିଶ୍ୱ ମହା ବିଦ୍ୟାଳୟ, ଭୁବନେଶ୍ୱର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଡ଼.ୟାନାମ ଦୀପକ, ଡ଼. ଵାଳା ମିଶ୍ର, ଡ଼. ଗୋବିନ୍ଦ ଚନ୍ଦ୍ର ମିଶ୍ର,ଇନ୍ସ୍ପେକଟର ବନିତା ମହାରଣା,ସାନିକେସନ ଏକ୍ସପୋର୍ଟ ସୁଭାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ବ୍ୟକ୍ତିଗତ ସୁରକ୍ଷା, ନାରୀ , ନାରୀ ସୁରକ୍ଷା, ନାରୀ ସମ୍ମାନ , ଋତୁସ୍ରାବ ସମୟ ର ପରିଚ୍ଛନ୍ନତା ଓ ସଫେଇ କର୍ମଚାରୀ ଜୀବନ ଉପରେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମ କୁ ବିଶ୍ୱ ଶୌଚାଳୟ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଳାଇ ପରିଚାଳନା କରିଥିଲେ ଏହା ପରେ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ କର ଯାଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କର ଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ୨୦ ଜଣ ମହିଳା ସଫେଇ କର୍ମଚାରୀ ଙ୍କୁ ଅତିଥି ଦ୍ଵାରା ସନମ୍ମାନିତ କରାଯାଇ ଶାଢ଼ୀ ଓ ସାନିଟାରୀ କିଟ ପ୍ରଦାନ କର ଯାଇଥିଲା ସର୍ବ ଶେଷ ରେ ଶୁ ଭସ୍ମିତା ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଙ୍କୁ ସମାପ୍ତ କରିଥିଲେ ।

