You are currently viewing କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ
କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

ଏଥିରେ ସ୍ବାଗତ ଭାଷଣ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର , ଅଧ୍ୟକ୍ଷ, କୋଦଳା ବାର୍ ଆସୋସିଏସନ୍ ଦ୍ଵାରା କରା ଯାଇ ଥିଲା।
ବିଭିନ୍ନ ଆଇନ ଜୀବୀ ଯଥା ଉଦୟନାଥ ପ୍ରଧାନ, ପ୍ରଫୁଲ୍ଲ ମିଶ୍ର, ସୋମନାଥ ବେହେରା , ଜମିର୍ ଅଲି ଖାଁ,ବାଳକୃଷ୍ଣ ପଣ୍ଡା, ନୀଳାଚଳ ପଲେଇ, କୋର୍ଟ ର ଷ୍ଟାଫ୍ ମାନେ ଆଦି ଉପସ୍ଥିତ ଥିଲେ। କିପରି ପ୍ରତ୍ୟେକ ବର୍ଗ ର ସମାନ ଅଧିକାର ଆମ ସମ୍ବିଧାନ ରେ ଉଲେଖିତ ଅଛି, ସମ୍ବିଧାନ କୁ ସୁରକ୍ଷା କରିବା ପାଇଁ ନ୍ୟାୟପାଳିକା ବ୍ୟବସ୍ଥା ସର୍ବୋଚ୍ଚ ନ୍ୟାୟାଳୟ ରହିଛି ଏ ବିଷୟ ରେ ଅତିରିକ୍ତ ଜିଲ୍ଲା ଏବଙ୍ଗ ଦୌରା ଜଜ୍ ଆଲୋକପାତ କଲେ।ଧାରା ୩୯- କ ଅନୁସାରେ କିପରି ଗରିବ ଅବେହେଲିତ ବର୍ଗ ର ଲୋକ ମାନେ ଆଇନ୍ ର ସମାନ ସୁବିଧା ପାଇ ପାରିବେ ତାହା ବର୍ଣ୍ଣନା କରାଗଲା ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।