You are currently viewing ବିଶ୍ବ ତମାଖୁ ମୁକ୍ତ ଦିବସ ପାଳିତ ଓ ଆଲୋଚନା ଚକ୍ର ।
ବିଶ୍ବ ତମାଖୁ ମୁକ୍ତ ଦିବସ ପାଳିତ ଓ ଆଲୋଚନା ଚକ୍ର ।

କଟକ : କଟକ ଜିଲ୍ଲା ବାଲିସାହି ନଦୀପଠା ବସ୍ତିର ପ୍ରେକ୍ଷାଳୟରେ ବ୍ରହ୍ମାକୂମାରୀଜ୍,ବାଲିସାହି,କଟକ ଆନୁକୁଲ୍ୟରେ ବିଶ୍ବ ତମାଖୁ ମୁକ୍ତ ଦିବସ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ, ମଧୁପାଟଣା ଥାନାର ବସ୍ତି କଲ୍ୟାଣ ଅଧିକାରୀ ବସ୍ତି ସଭାପତି ପ୍ରଫୁଲ୍ଲ ଭାଇ,ସମ୍ପାଦକ ତୋଫାନ ଭାଇ,ସମାଜ ସେବୀ ଆଚାର୍ଯ୍ୟ ବାବୁ, ସରକାରୀ କର୍କଟ ରୋଗ ନିଦାନ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ବି.କେ.ପ୍ରତିଭା ଭଉଣୀ,ସୁଖଶାନ୍ତି ଭବନ,ଝାଞ୍ଜିରୀମଙ୍ଗଳା କଟକର ଉପ-କ୍ଷେତ୍ରୀୟ ସହ ନିର୍ଦେଶିକା,ବି.କେ.ସୁଲୋଚନା ଭଉଣୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।