You are currently viewing ବିଶିଷ୍ଟ ଶିକ୍ଷାବିତ୍ ବିଜୟରାମ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବ ବାର୍ଷିକୀ ।
ବିଶିଷ୍ଟ ଶିକ୍ଷାବିତ୍ ବିଜୟରାମ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବ ବାର୍ଷିକୀ ।

କଟକ : କଟକ ସଦର ଥାନା କୁରାଙ୍ଗଶାସନ ଗଙ୍ଗେଶ୍ୱରଗଡ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଶିକ୍ଷକ ବିଜୟରାମ ପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଆଇନଜୀବୀ ଅଭିରାମ ପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ,ବରିଷ୍ଠ ଶିକ୍ଷାବିତ୍ ଡ଼.ଶରତ କୁମାର ରଥ,କ୍ରାଇମ ବ୍ରାଞ୍ଚ ଅତିରିକ୍ତ ଡିସିପି ବିକାଶ ରଞ୍ଜନ ବେଉରା,ଡ଼. ଯୁଧିଷ୍ଟିର ଖଟୁଆ,ଶ୍ରୀ ସନ୍ନ୍ୟାସୀ ଜୀ, ବ୍ରହ୍ମଚାରିଣୀ ମନିଷା ଚୈତନ୍ୟ, କଟକ ସଦର ପ୍ରେସ କ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର,ସମ୍ପାଦକ ପ୍ରତାପ କେଶରୀ ପାତ୍ର,ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ,ସରପଞ୍ଚ ରୋହିଣୀ ଭୋଇ,ସମିତି ସଭ୍ୟ ସତ୍ୟବ୍ରତ ଜେନା,ପୂର୍ବତନ ସମିତି ସଭ୍ୟ କୈଳାଶ ଚନ୍ଦ୍ର ସାହୁ , ଆଇନିଜିବୀ କବି ନାରାୟଣ ସାହୁ , ଗୋଲଖ ପାତ୍ର,ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ,ସନାତନ ପରିଜା, ଅଜୟ କୁମାର ଦାସ,ଭବାନୀ ଶଙ୍କର ପାତ୍ର,ବିଷ୍ଣୁଚରଣ ନାୟକ,ପ୍ରକାଶ ନନ୍ଦ,ମହେଶ୍ୱର ପାତ୍ର,ରାଜକିଶୋର ବେହେରା,ରାକେଶ ହୋତା,ଧୀରେନ୍ଦ୍ର ସାହୁ,ଇଂ.ଫଣିଭୂଷଣ ମହନ୍ତି,ବିଶ୍ବରଂଜନ ସାହୁ, କଳ୍ପତରୁ ଖୁଣ୍ଟିଆ,ଗଗନ ବିହାରୀ ଜେନା,ଗଣେଶ ବେହେରା,ସୁଶାନ୍ତ ବେହେରା,୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା,ସମାଜସେବୀ ଇଂ. ସେବକ ଶ୍ରୀକାନ୍ତ,ଇଂ.ସମରେନ୍ଦ୍ର ମଲ୍ଲିକ ଓ ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପୁତ୍ର ସମାଜସେବୀ ସଞ୍ଜୟ କୁମାର ପାତ୍ର ଓ ସାମ୍ୱାଦିକ ଅଜୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅସିତ ମୂଳିଆ,ତ୍ରୈଲୋକ୍ୟ ମଙ୍ଗରାଜ,ରାଜକିଶୋର ଜେନା, ଆଦିତ୍ୟ କୁମାର ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ l