ସାନଖେମୁଣ୍ଡି : ୧୧/୧୨/୨୨(ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ମୋଳାଭଣଜା ପଞ୍ଚାୟତ ଖୋଲଡି ଗ୍ରାମରେ ଏସ ବି ଆଇ ବ୍ୟାଙ୍କ ତରଫରୁ ବିତ୍ତୀୟ ସାକ୍ଷାରତା ମେଳା ଅନୁଷ୍ଠିତ ହୋଇଛି ସାମାଜିକ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ ଯୋଜନା ଏ ସମସ୍ତ ପ୍ରକାର ଯୋଜନା କିପରି ଲୋକ ମାନେ ପାଇ ଲାଭବାନ ହେବେ ତାହାରି ଉପରେ ଆଲୋଚନା ହୋଇଥିଲା ଏଥିରେ ମୁଖ୍ୟ ଅତିଥି ବ୍ରହ୍ମପୁର ଏସବିଆଇ ଏଫ୍ ଆଇ ର ମେନେଜର ଶ୍ରୀ ପ୍ରଫୁଲ୍ଲ କୁମାର ପଲାଇ ଓ ଏସ ବି ଆଇ ଓଡିଶା ବି ସି ଡିଷ୍ଟିକ ମେନେଜର ଶ୍ରୀ ହିତନ୍ସୁ କୁମାର ପାତ୍ର ଶ୍ରୀ ଏସ ବି ଆଇ ର ବ୍ୟାଙ୍କ ଅଧିକାରୀ ଅଭିଜିତ ବେହେରା ପଦ୍ମଲୋଚନ ଗୌଡ
ଶ୍ରୀ ତୁଫାନ ସ୍ୱାଇ ପୂବତନ୍ ସମିତି ସଭ୍ୟ ଶ୍ରୀ ବିଟୁ ଗୌଡ ନାଏବ ସରପଞ୍ଚ ଶ୍ରୀ ପ୍ରୁବତନ୍ ଜିଲାପରିଷ ଗଦାଧର ସ୍ଵାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସହଯୋଗୀ ଭଗତ୍ ସିଂ ଯୁବକ ସଂଘ ର ସଦସ୍ୟ ମାନେ ଓ ମୁଖ୍ୟ ପରିଚାଳକ ନୀଳାଚଳ ଦୋର ଓ ସନ୍ତୋଷ ଦୋରା ଏ ସମସ୍ତ ଙ୍କ ନେତୃତ୍ବରେ ମେଳା ଟି ହୋଇଥିଲା

