You are currently viewing ଶାନ୍ତ ପଡ଼ିଯିବ ବିଜେଡି ଶିବିର
ଶାନ୍ତ ପଡ଼ିଯିବ ବିଜେଡି ଶିବିର

କବିସୂର୍ଯ୍ୟନଗର ବିଜେଡି ଶିବିର ପୁଣି ଶାନ୍ତ ପଡ଼ିଯିବ କବିସୂର୍ଯ୍ୟନଗର NAC ପରିଚାଳନା ନେଇ ଗତ କିଛି ଦିନ ହେଲା କବିସୂର୍ଯ୍ୟନଗର ବିଜେଡି ରେ ଯେଉଁଭଳି କମ୍ପନ ଦେଖାଦେଇ ଥିଲା ସେସବୁ ଘଟଣା ର ସ୍ପଷ୍ଟୀକରଣ ମିଳିଛି ଦଳୀୟ ଶୃଙ୍ଖଳା ପାଇଁ ଅପପ୍ରଚାର ବନ୍ଦ କରିବା ସହ ମିଥ୍ୟା ଗୁଜବ ର ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର NAC ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ପୌର ନିର୍ବାଚନ ରେ କବିସୂର୍ଯ୍ୟନଗର ବାସୀ ଭୋଟ ଦେଇ ନିର୍ବାଚିତ କରିଛନ୍ତି କବିସୂର୍ଯ୍ୟନଗର ର ବିକାଶ କରିବି . ଲୋକଙ୍କ କାମ କରିବି , କିଏ… କଣ… କାହିଁକି ଅପ ପ୍ରଚାର କରୁଛି ସେଥି ପ୍ରତି ଆଦୌ ଗୁରୁତ୍ୱ ନଦେବାକୁ ଆଜି ଗଣମାଧ୍ୟମ ଜରିଆରେ ନିଜସ୍ୱ ମତ ରଖି କବିସୂର୍ଯ୍ୟନଗର ବାସୀ ଙ୍କୁ ସଚେତନ କରିଛନ୍ତି ଉପାଧ୍ୟକ୍ଷ

କବିସୂର୍ଯ୍ୟନଗର ରୁ କୃଷ୍ଣ ନାହକ ରିପୋର୍ଟ