You are currently viewing ୩ଟି ଅଞ୍ଚଳରେ ପ୍ରଶାସନର ଜନଶୁଣାଣି
୩ଟି ଅଞ୍ଚଳରେ ପ୍ରଶାସନର ଜନଶୁଣାଣି

ଆସ ଜୋର୍ ଧରିଲା ଜୋର୍ ଧରିଲା ପଞ୍ଚାୟତ ଗଠନ ଦାବି

ରୀଉରକେଲା,
ପୁଣିଥରେ ଜୋର୍ ଧରିଛି ସ୍ୱତନ୍ତ୍ର ପଞ୍ଚାୟତ ଗଠନ ଦାବି । ଏପରିକି ପଞ୍ଚାୟତ ଗଠନ କରି ସେମାନଙ୍କୁ ପଞ୍ଚାୟତରେ ସାମିଲ୍ କରିବାକୁ ଆଜି ଜନଶୁଣାଣି ବେଳେ ସେମାନେ ଦାବିଦୂରରେ ଥ‌ିବା ଟାଙ୍ଗରପାଲି ଏବଂ ବଡ ସୋନାପର୍ବତର ସମରାବସ୍ତି । ପାନପୋଷ ଉପଜିଲାପାଳ ଅଭିମନ୍ୟୁ ମାଝିଙ୍କ ସମେତ ଅଧିକାରୀମାନେ ଏହି ଜନଶୁଣାଣି କରିଥିଲେ। ଜଣାଇଛନ୍ତି ସୂଚନାଯୋଗ୍ୟ ପଞ୍ଚାୟତ କିମ୍ବା ମହାନଗର ନିଗମରେ ସାମିଲ୍ ହୋଇ ନ ପାରି ବିଭିନ୍ନ ମୌଳିକ ସେବାରୁ ବଞ୍ଚିତ ଜନସାଧାରଣଙ୍କୁ ଉକ୍ତ ପ୍ରକ୍ରିୟାରେ ସାମିଲ କରିବା ନେଇ ସରକାରଙ୍କ ପକ୍ଷରୁ ଜନଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହମିରପୁର ଅଞ୍ଚଳରେ ଜନଶୁଣାଣି ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଏହି ଜନଶୁଣାଣି ଆରମ୍ଭ ହୋଇଛି। ଏହି ୩ଟି ଅଞ୍ଚଳ ହେଲା ରାଉରକେଲାକୁ ଲାଗି ରହିଥ‌ିବା ଲୁଆକେରା ଗ୍ରାମ, ଲାଠିକଟା ବ୍ଲକ ସୁଇଡିହି ପଞ୍ଚାୟତଠାରୁ ପ୍ରାୟ ୨କିମିଦୂରରେ ଥ‌ିବା ଟାଙ୍ଗରପାଲି ଏବଂ ବଡ ସୋନାପର୍ବତର ସମରାବସ୍ତି । ପାନପୋଷ ଉପଜିଲାପାଳ ଅଭିମନ୍ୟୁ ମାଝିଙ୍କ ସମେତ ଅଧିକାରୀମାନେ ଏହି ଜନଶୁଣାଣି କରିଥିଲେ।