You are currently viewing ନକ୍ସଲ ନାଁରେ ଦାଦାବଟି
ନକ୍ସଲ ନାଁରେ ଦାଦାବଟି

ରାଉରକେଲା, ୨୬/୭: ନକ୍ସଲ ସଂଗଠନ ନାଁରେ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବଟି ନଦେଲେ ଯାବତୀୟ ଧମକଚମକ ବି ଦେଉଥିଲା। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା ହେବାପରେ ପୁଲିସ ଅଭିଯୁକ୍ତକୁ ଗିରପକରି କୋର୍ଟଚାଲାଣ କରିଛି। ତେବେ ଜାମି ନାମଞ୍ଜୁର ହେବାକୁ ତାକୁ ରାଉରକେଲା ସ୍ଵତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ହେଉଛି ବନ୍ଧମୁଣ୍ଡା ଡିକ୍ୟାବିନର ମଧୁସୂଦନ ଦାସ (୩୯)। ଅଭିଯୁକ୍ତ ପାଖରୁ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।
???????????? ????????????????
???????????????????????????????????????? ????????????????????????????