ଆସନ୍ତା ତା 31/07/23 ରିଖ ଠାରୁ ନିଜର ନ୍ୟାଯ୍ୟ ଦାବୀକୁ ଅକ୍ତିଆର କରିବା ପାଇଁ ଗାନ୍ଧୀ ମାର୍ଗ ଭୁବନେଶ୍ୱରରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ ଆନ୍ଦୋଳନ ଡାକରା ଦେଇଛି l ଏହି ପରିପେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମାନଙ୍କୁ ଏହି ଆନ୍ଦୋଳନରେ ଯୋଗଦାନ କରି ନିଜର ନ୍ୟାଯ୍ୟ ଦାବୀ ହାସିଲ କରିବା ପାଇଁ ଜିଲ୍ଲାର ଏକ୍ସ କ୍ୟାଡର ସଭାପତି ଦୀପକ ରଞ୍ଜନ ପୁରୋହିତ, ସାଧାରଣ ସମ୍ପାଦକ ମନୋରଞ୍ଜନ ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ସାହୁ,କିଶୋର ସାହୁ,ଚନ୍ଦ୍ରକାନ୍ତ ସାହୁ,ଦେବ କୁମାର ବର୍ମା,ଶ୍ରୀମତୀ ମହାକୁଡ଼,ରଜତ ସାମଲ, ନକୁଳ ବାରିକ, ଦେବାନନ୍ଦ ସିଂ,ରୋହିତ କୁମାର ତ୍ରିପାଠୀ,ଜେନାବଳି ନିଖଣ୍ଡିଆ,ଗଣେଶ ସାହୁ,ହେମନ୍ତି ଛତ୍ରୀ, ରିତା ପଟ୍ଟନାୟକ,ସୁପ୍ରଭା ମହାନ୍ତି, ନନ୍ଦିନୀ ଜେନା, ପ୍ରେମଲତା ମିଶ୍ର,ରୁପାରାଣୀ ସାମନ୍ତ ଏବଂ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତା ଅନୁରୋଧ କରିଛନ୍ତି l ଆ ଯେ ବି ନିୟୁଜ
ରଶ୍ମିତା ମୁନି
