You are currently viewing ଡ୍ରିମ୍ ଗ୍ଲାମ ଷ୍ଟୁଡ଼ିଓ ସେଲୁନ ବ୍ରହ୍ମପୁରରେ ଉଦଘାଟିତ।
ଡ୍ରିମ୍ ଗ୍ଲାମ ଷ୍ଟୁଡ଼ିଓ ସେଲୁନ ବ୍ରହ୍ମପୁରରେ ଉଦଘାଟିତ।

ବ୍ରହ୍ମପୁର, ଖୋଡ଼ାସିଂଙ୍ଗି ମୁଖ୍ରାସ୍ତାରେ ଡ୍ରିମ୍ ଗ୍ଲାମ ଷ୍ଟୁଡ଼ିଓ ନାମକ ଏକ ଅତିଆଧୁନିକର ସେଲୁନ୍ ଉଦଘାଟିତ ହୋଇଛି।ଏଠାରେ ବାଳ କଟା ,ଚର୍ମ ଉପଚାର,ୱେସି
ୱାକଇଙ୍ଗ ,ମନ୍ୟୁକୁର, ପେଡିକୁରେ, ଟାଟସ, ପିୟରସିଂ, ବ୍ରାଇଡେଲ ମେକାପ, ଗ୍ରୁମ୍ ମେକାପ,ସ୍ପା, ବୋଡୀ ସର୍ଭିସ୍, ଷ୍ଟିମ୍ ବାର୍ଥ, ଇତ୍ୟାଦି ଅନେକ ବିଷୟରେ ଉପଚାର କରାଯାଏ।ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା ପାଣିଗ୍ରାହୀ, ମୂଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ଅଥିତି ରୂପେ କର୍ପେରୋଟର ମଳୟ ବିଶୋଇ, ବନ ସେଠି ପ୍ରଦୀପ ପଟନାୟକ,ସନ୍ଦୀପ ପରିଡ଼ା, ପରିବାରବର୍ଗ ଏବଂ ବଂଧୁବର୍ଗ ଉପସ୍ଥିତ ଥିଲେ

ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରାଙ୍କ ରିପୋର୍ଟ ::