You are currently viewing ପଟିଗୁଡା ପଞ୍ଚାୟତ ରେ ୭ ଟି ପଞ୍ଚାୟତ ର ଦିନିକିୟା ତାଲିମ୍ ସଚେତନତା ସିବିର ଅନୁଷ୍ଠିତ
ପଟିଗୁଡା ପଞ୍ଚାୟତ ରେ ୭ ଟି ପଞ୍ଚାୟତ ର ଦିନିକିୟା ତାଲିମ୍ ସଚେତନତା ସିବିର ଅନୁଷ୍ଠିତ

ସାନଖେମୁଣ୍ଡି : ୭/୦୮ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପଟିଗୁଡା ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦିନକିଆ ତାଲିମି ସିବିର ଅନୁଷ୍ଠିତ ଏହି ଶିବିର ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଲୋକ କୁ ୧୦୦ ଦିନ କାମ ଦେବା ଓ ଗ୍ରାମ ଅଞ୍ଚଳ ରେ ବାହାର ରାଜ୍ୟ କୁ ଯାଉଥିବା ଦାଦନ କୁ ଦୁରକରିବା ଓ ଗ୍ରାମାଞ୍ଚଳରେ ଶ୍ରମିକ ମାନେ ଉନ୍ନତି ହେଇ ପାରିବ ତାହା ଉପରେ ଆଲୋଚନା ହୋଇଥିଲା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପକୃତ ହୋଇପାରିବେ ତାହା ଉପରେ ଆଲୋଚନା ହୋଇଥିଲା ଏହି ଶିବିରରେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ଏବଂ (ଏପିଓ) ଅରୁଣ କୁମାର ସାହୁ ସମସ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପକୃତ ହୋଇପାରିବେ ତାହାରି ଉପରେ ଆଲୋଚନା କରିଥିଲେ ୧)ପଟିଗୁଡା ପଞ୍ଚାୟତ ର ସରପଞ୍ଚ ସିମାଞ୍ଚଳ ଗୌଡ଼ ପିଓ ରାମ ପୁଷ୍ଟି ଜେଇ ମୋନଜ ବେହେରା ଜି.ଆର.ଏସ ଶିବରାମ ସାହୁ ଯୁଗାଣ ସହାୟକ ରିଙ୍କି ମହାରଣା ୨)ଟି ଗୋବନ୍ଦପୁର ପଞ୍ଚାୟତ ର ସରପଞ୍ଚ ମଙ୍ଗଳା ଗମାଙ୍ଗ ସମିତି ସଭ୍ୟା ଜେଇ ମୋନଜ ବେହେରା ଜି. ଆର.ଏସ ଦାମଦୋର ଦୋରା ବିଏଫଟି ବିଜୟ ନାୟକ ୩)ପୋଡାମାରୀ ପଞ୍ଚାୟତର ସରପଞ୍ଚ ସନ୍ତୋଷ ବିଷୋୟୀ ଜେଇ ପ୍ରଶାନ୍ତ କୁମାର ସାହୁ ଜି.ଆର.ଏସ ସୁବାଷ ଗମାଙ୍ଗ ୪) କଂସାମାରୀ ପଞ୍ଚାୟତ ର ସରପଞ୍ଚ ଡାକ ଦୋରା ଜେଇ ସପନେଶ୍ୱରୀ ବେହେରା ଜି. ଆର. ଏସ ତିନବନ୍ଧୁ ରାଉତ ୫)ଛଣମେରି ପଞ୍ଚାୟତ ର ସରପଞ୍ଚ ତୁଫାନ ସେଠୀ ବିଏଫଟି ମଞ୍ଜୁଳା ପାଢ଼ୀ ସମିତି ସଭ୍ୟା ବାବୁଲା ପ୍ରଧାନ ୬)ସିଙ୍ଗପୁର ପଞ୍ଚାୟତ ର ସରପଞ୍ଚ ପତିନିଧି ଚନ୍ଦ୍ରଶେଖର ମହାପାତ୍ର ଜି. ଆର.ଏସ ନିରଞ୍ଜନ ଦୋରା ଜେଇ ଶିବାନୀ ପାତ୍ର ବିଏଫଟି ଅରୁଣ ତାରିଣୀ ୭)ପଦ୍ମପୁର ପଞ୍ଚାୟତ ର ସରପଞ୍ଚ ସିମାଞ୍ଚଳ ପ୍ରଧାନ ଜି ଆର ଏସ ଶିବରାମ ସାହୁ ସମିତି ସଭ୍ୟ ଓ ସମସ୍ତ ୭ ଟି ପଞ୍ଚାୟତ ର ପ୍ରଶାସନିକ ଅଧିକାରୀ ଓ ନିର୍ବାଚନ ପତିନିଧି ଓ ମେଟ ମାନେ ଓ ସମସ୍ତ ପଞ୍ଚାୟତ ର ଜନସାଧାରଣ ଉପସ୍ଥିତ ରହିଥିଲେ