ଚନ୍ଦ୍ରଯାନ ‐3 କୁନେଇ ଗଞ୍ଜାମଜିଲ୍ଲା ବୁଗୁଡା ଶହର ଉପକଣ୍ଠରେ ଥିବା ଶୋଭନିୟ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ପ୍ରୟାସରେ ପ୍ରଙ୍କଳ୍ପ କରାଯାଇ ଏକ ପ୍ରଦର୍ଷନ ମେଳା ଆୟୋଜନ କରାଯାଇଛି ଏଥିରେ ସ୍କୁଲ ପ୍ରଥମ ଶ୍ରେଣିଠାରୁ ଆରମ୍ଭ କରି ଦଶମ ଶ୍ରେଣି ପର୍ଯ୍ଯନ୍ତ ସମସ୍ତ ଛାତ୍ରଛାତ୍ରୀ ପ୍ରୋଜେକ୍ଟ ହାତରେ ତିଆରି କରି ଉକ୍ତ ମେଳାରେ ଯୋଗ ଦେଇ ଥିଲେ ଏବଁ ତାଦ୍ୱାରା କିଛି କିଛି ଞ୍କାନ କୌଶଳ ଅର୍ଜନ କରିବା ସହ ଆସିଥିବା ଅତିଥିମାନଙ୍କୁ ଚନ୍ଦ୍ରଜାନ ବିଷୟରେ ବୁଝାଇଥିଲେ !
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
