You are currently viewing ଆସିକା ସମବାୟ ବ୍ୟାଙ୍କ କୋଦଳା ଶାଖା ରେ ମ୍ୟାନେଜର ମରୁଡି।
ଆସିକା ସମବାୟ ବ୍ୟାଙ୍କ କୋଦଳା ଶାଖା ରେ ମ୍ୟାନେଜର ମରୁଡି।

ଗଞ୍ଜାମ ଜିଲ୍ଲା କୋଦଳା ବ୍ୟାଙ୍କ ରେ ନାହାନ୍ତି ଶାଖା ପରିଚାଳକ ଚାଷୀ ହନ୍ତସନ୍ତ। ବ୍ୟାଙ୍କ ନିୟମିତ ଖୋଲା ରହୁଥିଲେ ସୁଦ୍ଧା ମ୍ୟାନେଜର ଙ୍କର କେବେବି ଦେଖା ମିଳୁନି।ଚାଷୀ ବ୍ୟାଙ୍କ କୁ ଆସି ହତାଶ ହୋଇ ଫେରୁ ଥିବାରୁ ସାଧାରଣ ରେ ଚର୍ଚ୍ଚା ହେଉଛି।ଦୀର୍ଘ ଅଢେଇ ମାସ ଧରି ମ୍ୟାନେଜର ଥିଲେ ସୁଦ୍ଧା ଅଧିକ ସମୟ ନ ଆସିବା ଯୋଗୁଁ ଚାଷୀ ଙ୍କ କୌଣସି କାମ ନ ହେବା ଫଳରେ ଏ ନେଇ ଉଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳେଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।