ଖଲ୍ଲିକୋଟ : 22/11 ଗତକାଲି ଖଲ୍ଲିକୋଟ ରେ ନୂତନ ଥାନା ଅଧିକାରୀ ଭାବେ ରମେଶ କୁମାର ପ୍ରଧାନ ଯୋଗ ଦାନ କରିଥିବା ଜଣାପଡିଛି | |ନୂତନ ଭାବେ ଯୋଗଦାନ କରିଥିବା ଅଇ ଆଇ ସି ଶ୍ରୀ ପ୍ରଧାନ ସୋରଡ଼ା ଥାନା ଓ କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଓ ଦାରିଙ୍ଗି ବାଡ଼ି ଭଳି ନକ୍ସଲ ପ୍ରବଣ ଇଲାକା ଭଳି ଥାନା ରେ ଦକ୍ଷତା ର ସହ କାର୍ଯ୍ୟ ସମ୍ପାଦନା କରି ଥିବା ଜଣା ପଡିଛି |ସେ ଖଲ୍ଲିକୋଟ ଥାନା ରେ ଯୋଗଦାନ ପରେ ଖଲ୍ଲିକୋଟ ର ଅଧିଷ୍ଠାତ୍ରୀ ଦେବୀ ନାରାୟଣୀ ଙ୍କୁ ଦାର୍ଶନ କରି ଥାନା ରେ ପହଂଚି କାର୍ଯ୍ୟ ଭାର ଗ୍ରହଣ କରିଥିବା ଜଣାପଡିଛି | ଖଲ୍ଲିକୋଟ ରେ ଶ୍ରୀ ପ୍ରଧାନ ଯୋଗଦାନ ପରେ ଅପରାଧିକ ପୃଷ୍ଟ ଭୂମି ଥିବା ବ୍ୟକ୍ତି ମାନଙ୍କ ମହଲରେ ଛନକ | ପ୍ରକାଶ ପାଇଲାଣି |
( ରିପୋର୍ଟ ମାଧବ ବେହେରା)
