You are currently viewing ଗୌତମୀ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଦ୍ୱାରା ନୂତ୍ତନ ଭତା ବଣ୍ଟନ
ଗୌତମୀ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଦ୍ୱାରା ନୂତ୍ତନ ଭତା ବଣ୍ଟନ

ସାନଖେମୁଣ୍ଡି : ୧୯/୦୯/୨୩ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଗୌତମୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଦ୍ୱାରା ଆମ ଗୌତମୀ ଗ୍ରାମ ପଂଚାୟତର ୫୬ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଗଲା l ସମସ୍ତ ହିତାଧିକାରୀ ମାନେ ଓ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ସମସ୍ତ ୱାର୍ଡ ମେମ୍ବର ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ l