You are currently viewing ପ୍ରକାଶ ବେହେରା ପୁହ୍ନ କଟକ ଜିଲ୍ଲା ବିଜେପି ସଭାପତି ମନୋନିତ
ପ୍ରକାଶ ବେହେରା ପୁହ୍ନ କଟକ ଜିଲ୍ଲା ବିଜେପି ସଭାପତି ମନୋନିତ

କଟକ ଜିଲ୍ଲା ବିଜେପି ସଭାପତି ପୂର୍ବତନ ବିଧାୟକ ମାନନୀୟ ପ୍ରକାଶ ବେହେରାଙ୍କୁ ପୁହ୍ନ ଜିଲ୍ଲା ସଭାପତି ମନୋନୟନ କରିଛନ୍ତି ରାଜ୍ୟ ସଭାପତି ମାନନୀୟ ମନମୋହନ ସାମଲ ତେଣୁ କଟକ ସଦର ବିଜେପି ଯୁବ ନେତା ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ଵରେ ଏକ ପ୍ରତନିଧି ଦଳ ଜଗତପୁର ସ୍ଥିତ ଗୁଜରପୁର କଟକ ଜିଲ୍ଲା କାର୍ଯ୍ୟାଳୟରେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ଉପ ସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ, କଟକ ଜିଲ୍ଲା ବିଜେପି ସମବାୟ ସଂଯୋଜକ ବନ୍ଧୁ ଚରଣ ସାହୁ, ବିଜୟ ରାଉତରାୟ, ଦେବୀ ପ୍ରସାଦ ପତି, ଅଶୋକ ସାହୁ, ପିଉସ ରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ