କଟକ ସଦର ବ୍ଲକ ଅଧିନ ବାରଦା ପଞ୍ଚାୟତ ସ୍ଥିତ ଶାଗଡି ପାଟଣା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ପରିସରରେ ପାଣି ଟାଙ୍କି ଶୁଭ ଦେବାପାଇଁ ଠିକାଦାରଙ୍କ ଦ୍ୱାରା ସଫା ହେଉଥିବା ବେଳେ ଗ୍ରାମବାସୀମାନେ ଏହାକୁ ବରୋଧ କରିଥିଲେ, ଉକ୍ତ ବିରୋଧ ସମୟରେ ଦୁଇପକ୍ଷ ସଂଘର୍ଷ ଦେଖାଦେଇଥିଲା ଶଗଡି ପାଟଣାର ତାପସ ରଞ୍ଜନ ଜେନାଙ୍କୁ ସତ୍ୟଜିତ ଜେନା ,ଅଜୟ ଜେନା ବିରଂଚି ନାରାୟଣ ଜେନା ପ୍ରମୁଖ ତାପସ ରଞ୍ଜନ ଜେନାଙ୍କ ମରଣାମତ୍କ ଆକ୍ରମଣ କରିଥିଲେ ଯାହାଫଳରେ ତାପସ ଜେନା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଘଟଣାଟି ସମ୍ପୂର୍ଣ୍ଣ ବିବାଦୀୟ ହୋଇଥିବା ସତ୍ୱେ ବହୁ ପ୍ରତିବାଦ ପରେ ମଧ୍ୟ୍ୟ ବିଧାୟକ ପ୍ରତିନିଧି, ବ୍ଲକ ବିଜେଡ଼ି ସଭାପତି, ସରପଞ୍ଚ, ସମିତିସଭ୍ୟ, ଓ

ପୂର୍ବତନ ସରପଂଚ ବଳ ବୁର୍ବକ ଶୁଭ ଦେଇଥିଲେ,ପୂର୍ଵରୁ ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଏକାଧିକ ବାର ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି
