You are currently viewing ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉଦଯାପିତ
ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉଦଯାପିତ

ଆସିକା,୧୬/୧୨ ଆସିକା ବ୍ଳକ ଅନ୍ତର୍ଗତ ନିମିନା ପଂଚାୟତ ସମିତି ଆଦର୍ଶ ବିଦ୍ୟାଳୟର ଚଳିତ ୨୦୨୩ ବର୍ଷ ବାର୍ଷିକ କ୍ରୀଡା ଓ ଖେଳ ଉଯାପିତ |ଏଥିରେ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ମଧୁସୂଦନ ବେହେରା ଙ୍କ ଅଧକ୍ଷତା,ମୁଖ୍ୟ ଅଥିତି ସ୍ଥାନୀୟ ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଯୋଗ ଦେଇଥିଲେ କ୍ରୀଡା ଶିକ୍ଷୟିତି ଶ୍ରୀ ମତି ଶୁଭଶ୍ରୀ ତ୍ରିପାଠୀ, କିରାଣୀ ଶ୍ରୀ ଅରୁଣ କୁମାର ବେହେରା, ସହଯୋଗୀ ଶିକ୍ଷକ ଶ୍ରୀ ରାଜେଶ କୁମାର ସ୍ୱାଇଁ, ଶ୍ରୀ ଅଜୟ କୁମାର ପରିଡା, ଶୁଭମ କୁମାର ପାଣିଗ୍ରାହୀ, ତ୍ରିନାଥ ବେହେରା, ଶ୍ରୀ ମତୀ ଦେବଯାନୀ ଦାସ, ସବିତା କୁମାରୀ, ମିନାକ୍ଷୀ ମହାପାତ୍ର, ପିୟଙ୍କା ପାତ୍ର, ସୋନାଲିକା ପଟ୍ଟନାୟକ, ଅନିତା ଜେନା ଓ ଅନନ୍ୟା ରଥ ସହଯୋଗ କରିଥିଲେ ଏବର୍ଷ ବାଳକ ମାନଙ୍କ ମଧ୍ୟ ରୁ ଜେଷ୍ଠ ବିଭାଗ ର ନରେଶ ସିଏ, କନିଷ୍ଠ ବିଭାଗ ରୁ ଜନ୍ମଜ ସ୍ୱାଇଁ, ଓ ବାଳିକା ବିଭାଗ ରୁ ପୂଜା ରାଣୀ ନାୟକ ଚଳିତ ବର୍ଷ ଚପୀୟନ ହୋଇଛନ୍ତି |