ସାନଖେମୁଣ୍ଡି : (ରଘୁନାଥ ନାୟକ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତ ଶ୍ରୀ ଚୈତନ୍ୟ ବିଦ୍ୟାପୀଠ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ବିଜ୍ଞାନ ମେଳରେ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦସନୀ ଓ ପିଲାମାନେ ବିଜ୍ଞାନ ର ବିଭିନ୍ନ ପ୍ରକାର ପ୍ରଦସନୀ ଦେକାଇଛନ୍ତି ଏବଂ ବିଭିନ୍ନ ସ୍କୁଲ ର ପିଲାମାନେ ବିଜ୍ଞାନ ମେଳରେ ଭାଗନେଇଛନ୍ତି ସେଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ପୃବର୍ତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ବ୍ଲକ ଅଧ୍ୟକ୍ଷ,ସିମାଞ୍ଚଳ ପାତ୍ର, ଜିଲ୍ଲାପରିଷ,ବିଜୟ ପ୍ରଧାନ ପୋଡାମାରୀ ସରପଞ୍ଚ,ସନ୍ତୋଷ ବିଷୋୟୀ ପଟିଗୁଡା ପଞ୍ଚାୟତ ର ସରପଞ୍ଚ,ସିମାଞ୍ଚଳ ଗୌଡ଼ ଏବଂପୋଡାମାରୀ ପଞ୍ଚାୟତ ର ଯୁବପିଡି ମାନେ ହେଲେ ସୁନୀଲ ଗୌଡ଼ ଜିତୁ ଗୌଡ଼ ଓ ବିଯୁଜନତା ଦଳର ସମସ୍ତ କର୍ମ କତ୍ତା ମାନେ ଯୋଗଦେଇଥିଲେ

