You are currently viewing ସ୍ୱାମୀ ଶରଣ ମୋ ଆଇ ଆପ୍ପାନମ୍ବେର 16ତାରିଖ ରେ ବିକ୍ୟ ଘ୍ରହଣ କରିଲେ ହେମା ଗୁରୁ ସ୍ୱାମୀ ଉପସ୍ଥିତି ରେ
ସ୍ୱାମୀ ଶରଣ ମୋ ଆଇ ଆପ୍ପାନମ୍ବେର 16ତାରିଖ ରେ ବିକ୍ୟ ଘ୍ରହଣ କରିଲେ ହେମା ଗୁରୁ ସ୍ୱାମୀ ଉପସ୍ଥିତି ରେ

08.01.2024(ଶ୍ରୀକାନ୍ତ କୁମାର ବେହେରା )
ଆସନ୍ତା କାଲି ଲଷ୍ମୀ ନୃସିଂହ ସାଇରେ ବସନ୍ତ ସ୍ୱାମୀ ଙ୍କ ବାସଭବନରେ
ଆଇ ଆପ୍ପା ପୂଜା ଏହି ଆଇ ଆପ୍ପା ପୂଜାରେ ଆଇ ଆପ୍ପା ଙ୍କୁ 21ପ୍ରକାର ସ୍ଥାନ କରା ଗଲା
ତାପରେ ଭଜନା ତାପରେ ରାତ୍ର 11.00 ସମୟରେ ପ୍ରସାଦ ସେବନ କରାଗଲା ଏହି ଆଇ ଆପ୍ପା ପୂଜାରେ ବସନ୍ତ ସ୍ୱାମୀ ଙ୍କ ଆମା ବାସନ୍ତୀ ବେହେରା, ସନ୍ତୋଷୀ ବେହେରା, କାନା ବେହେରା, ବୁଡ଼ୁ ବେହେରା, ସାରନ୍ୟାୟ ବେହେରା, ରାଜନ୍ଦ୍ର ବେହେରା, ମିନତୀ ବେହେରା, ରହିତ ବେହେରା, ବବୁଲୁ ବେହେରା, ଜତି ବେହେରା, ଶ୍ରୀକାନ୍ତ କୁମାର ବେହେରା, ରୁବି ବେହେରା, ରୀନା ବେହେରା ସନ୍ତୋଷ ବେହେରା, ଲଷ୍ମୀକାନ୍ତ ବେହେରା,ଜୁନୁ ବେହେରା, ନମିତା ବେହେରା, ଝିଲି ବେହେରା, ସୁରେନ୍ଦ୍ର ବେହେରା, ରିଙ୍କୁ ବେହେରା, ପିଙ୍କୁ ବେହେରା, ରାହୁଲ ବେହେରା, ରହିତ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ