ଖଲ୍ଲିକୋଟ : 28/1 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିଆ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଶିବିର ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ ଓ ସାଂସଦ ପ୍ରତିନିଧି ରତ୍ନାକର ସାହୁ, ବିଜେଡ଼ି ବ୍ଲକ ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ, ଡ଼ିମିରିଆ ସରପଞ୍ଚ ସବିତା ଗୌଡ଼ ସମତି ସଭ୍ୟ ଏ ବାସନ୍ତୀ ପାତ୍ର ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ଓ ପଥରା ରା ପୂର୍ବତନ ସରପଞ୍ଚ ବନମାଳୀ ଵାଲା, ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ବିକାଶ ପ୍ରଧାନ, ମନୋଜ ଗୌଡ଼ ଓ ଯୁବ ନେତା ଦୁର୍ଗା ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ରୁ ଭରପୁର ଫାଇଦା ହାସଲ କରିବା ପାଇଁ ପଂଚାୟତ ବ|ସୀ ଙ୍କୁ ପରାମର୍ଶ ଦେଇଥିଲେ |.

ଏହି କାର୍ଯ୍ୟକ୍ରମ ରେ କୁନି କୁନି ପିଲାଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
