You are currently viewing ଖଲ୍ଲିକୋଟ ପ୍ରେସ କ୍ଲବ ର ନୂତନ କର୍ମକର୍ତା ନର୍ବାଚନ
ଖଲ୍ଲିକୋଟ ପ୍ରେସ କ୍ଲବ ର ନୂତନ କର୍ମକର୍ତା ନର୍ବାଚନ

ଖଲ୍ଲିକୋଟ ; 6/2 ଗତକାଲି ଖଲ୍ଲିକୋଟ ପ୍ରେସ କ୍ଲବ ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି |ସ୍ଥାନୀୟ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଟ ସାମ୍ବାଦିକ ତଥା କ୍ଲବ ର ଉପଦେଷ୍ଟା ମାଧବ ବେହେରା ଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ କ୍ଲବ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବା ସହ ସର୍ବଶ୍ରୀ ଅଶ୍ୱିନୀ କୁମାର ମହାନ୍ତି ସଭାପତି, ସିଲୁ ବିଶ୍ୱାଳ ସମ୍ପାଦକ ଓ ସନ୍ତୋଷ କୁମାର ମହାପାତ୍ର _ କୋଷଧ୍ୟକ୍ଷ୍ୟ ଭାବେ ସର୍ବସାମ୍ମତି କ୍ରମେ ନର୍ବାଚିତ କରାଯାଇଥିଲା |କ୍ଲବ ର ଉପଦେଷ୍ଟା ଭାବେ ମାଧବ ବେହେରା ଓ ଅଶୋକ ତ୍ରିପାଠୀ ଙ୍କୁ ଚୟନ କରାଯାଅଇଥିଲା | ଆହୁତ ବୈଠକ ରେ ବରିଷ୍ଟ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ, ସୁଶୀଲ ଲେଙ୍କା ଡାକ୍ତର ଅଜିତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରଥିଲେ
(ରିପୋର୍ଟ ;ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ ) |