୮ ଦିନପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାବଡଥଳ ପୋଟଳ ଠାରୁ ଦୁଆରବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତମଣ୍ଡଣି ବତା ଫିଟିଙ୍ଗ ଶେଷଗାଈଗୋଠ ଚିତ୍ର ଓ ତିନିରଥର ବାହ୍ଯ ଅଂଶ ରଙ୍ଗକାର୍ଯ୍ଯ ଶେଷ
ପୁରୀ,୭/୭-ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି…
