ସୋନପୁର : ସୁବର୍ଣ୍ଣପୁର ହୋଟେଲ କସ୍ତୁରୀ ଠାରେ ଓଡିଶା ବୁଣାକାର ମହାସଂଘ ତରଫରୁ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି। ୮୦ ଦଶକରେ ଓଡିଶାରେ ଅନେକ ଗୁଡିଏ ସୂତାକଳ ପ୍ରତି ପ୍ରତିଷ୍ଠା କରାଯାଇଥିଲା। ୨୦ ହଜାରରୁ ଉର୍ଦୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗ ଯାଗାଇ ଆସୁଥିଲା। ତେବେ ପରିଚାଳନା ରିଚାଳନାଗତ ତ୍ରୁଟି ପାଇଁ କ୍ଷତିରେ ଚାଲିବ ଚାଲିବାରୁ ସୂତାକଳଗୁଡିକୁ । ରାଜ୍ୟ ସରକାର ଜଗୁଡିକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଲୋକେ କର୍ମସଂସ୍ଥାନ ରାଇ ଏବେ ଦୁଃଖରେ ଅଛନ୍ତି। ରାଜ୍ୟରେ ଉନ୍ନତ ମାନର କପା ଉତ୍ପାଦିତ ହେଉଥିବା ବେଳେ ସୂତାକଳ ନାହିଁ। କପା ବାହାର ରାଜ୍ୟକୁ ଯାଉଛି। ବୁଣାକାର ସୂତା ପାଇଁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ତେଣୁ ବନ୍ଦ ପତିଥିବା ରାଜ୍ୟର ସମସ୍ତ ସୂତାକଳକୁ ପୁନରୁଦ୍ଧାର କରିବାକୁ ଓଡିଶା ବୁଣାକାର ମହାସଂଘ ପକ୍ଷରୁ ବୁଧବାର ସୋନପୁରଠାରେ ଏକ ଖବରଦାତା ସମ୍ମିଳନୀରେ ଦାବି ଜରାଯାଇଛି। ମହାସଂଘର ରାଜ୍ୟ ସଭାପତି ଶ୍ରୀଧର ବେହେରା କହିଥିଲେ, ବୁଣାକାରଙ୍କ ସ୍ବାର୍ଥ ପାଇଁ ମହାସଂଘ କାମ କରିଆସୁଛି। ଲୁଗାବୁଣାରେ ବୁଣାକାରଙ୍କୁ ବୁଣାକାରଙ୍କୁ ତନ୍ତଶାଳ ନିର୍ମାଣ ପାଇଁ ଦାବି ରଖୁଥିଲେ । ମହାସଂଘର ରାଜ୍ୟ ଉପସଭାପତି ସଞ୍ଜୟ କୁମାର ମେହେର କହିଥିଲେ, ମହାସଂଘର ଦୀର୍ଘ ବର୍ଷର ଦାବି ପରେ ସରକାର ବୁଣାକାରଙ୍କୁ ମାସିକ ୨ହଜାର ଟଙ୍କାର ଭତ୍ତା ପ୍ରଦାନ ପାଇଁ ନିଷ୍ପରି ନେଇଛନ୍ତି ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର କହିଥିଲେ ବୁଣାକାରଙ୍କୁ ସବ୍ସିତିରେ ସୂତା ଯୋଗାଇ ) ଦିଆଯାଉଛି। ଦିଆଯାଉଛି। ସେମାନଙ୍କ ସେମାନଙ୍କ ବ୍ର ଦ୍ବାରା ଉତ୍ପାଦିତ ଶାଢୀକୁ ବୟନିକା ଜିଣି ମାର୍କେଟିଂ କରୁଛି। ବୁଣାକାରଙ୍କ ପାଇଁ ରାଜ୍ୟ ଉଚିତ୍ ପାରିଶ୍ରମିକ ମିଳନାହିଁ। ଯୁବପୀଢି ନିଜର ଏହି କୌଳିକ ବୃଦ୍ଧି ଠାରୁ ଦୂରେଇ ଯାଉଛନ୍ତି। ତେଣୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ ସହ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କ ଭଳି ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ ପାଇଁ ଦାବି କରିଥିଲେ। ସେହିପରି ବୁଣାକାରଙ୍କୁ ସବ୍ସିଡି ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବାରୁ ମେହେର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସମ୍ମିଳନୀରେ ମହାସଂଘର କିଶୋର ଚନ୍ଦ୍ର ଦାସ, ସୁବାଷ ଚନ୍ଦ୍ର ଦେବରାଜ, ବେଣୁଧର ଦାସ, ନବୀନ ମହାନନ୍ଦ, ମିଲନ କୁମାର ମେହେର, କେଶବ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ମେହେର ଓ ମହାସଂଘର ସୁବର୍ଣ୍ଣପୁର ଜିଲା ଶାଖା ସଭାପତି ସହଦେବ ମେହେର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
