You are currently viewing ଆଜି ବିଶ୍ୱପଖାଳ ଦିବସ ପାଳନକଲେ ଆଲିପୁର ପୁର୍ବତନ ସରପଞ୍ଚ ମନୋଜ ନାହାକ ।
ଆଜି ବିଶ୍ୱପଖାଳ ଦିବସ ପାଳନକଲେ ଆଲିପୁର ପୁର୍ବତନ ସରପଞ୍ଚ ମନୋଜ ନାହାକ ।

ଆସିକା,୨୦/୩ (ଶକ୍ତି ପ୍ରସାଦ କର)ବିଶ୍ୱ ପଖାଳ ଦିବସ ଅବସରରେ । ବିଧାନସଭା ଆଶାୟୀ ପ୍ରାଥ୍ରୀ ତଥା ପୁର୍ବତନ ଆଲିପୁର ସରପଞ୍ଚ ମନୋଜ କୁମାର ନାହାକ କ୍ରମୀ ଓ ସୁଭେଛୁ ଙ୍କ ସହ ପାଳିଲେ ପଖାଳ ଦିବସ। ଆସିକା ବ୍ଳକ ନିକଟ ଶକ୍ତି କେଫେରେ ପଖାଳ ଭାତ ସହ ଶାଗ,ପାମ୍ପଡ,ଆଚାର,ଓ ବିଭିନ୍ନ ବ୍ୟଞ୍ଜନ ଖାଇ ପଖାଳ ଦୀବସ ପାଳନ କଲେ । ଭାଇଚାରା ସୃଷ୍ଟି କରାବା ସାଙ୍ଗକୁ କଥାର ଆଦାନପ୍ରଦାନ ଓ ଦଳୀୟ ସଙ୍ଘଠନ ଆଲୋଚନା କରିଥିଲେ।ଏହାଦ୍ବାରା ଭିନ୍ନ ଧରଣର ବାତାବରଣ ସୃଷ୍ଟି ହୋଇଥିଲା। ଉକ୍ତ ପଖାଳ ଦିବସ ଅବସରରେ ବିଜେଡି ଦଳର ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହକ ସମେତ, ରାଜି ନାହକ ସମେତ ଗଣମାଧ୍ୟମ ପତିନିଧି ମାନେ ଉପସ୍ଥିତ ରହି ପଖାଳ ଦିବସ ପାଳନ କରିଥିଲେ ।