You are currently viewing କଟକ ସଦର ବ୍ଲକ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କୁ କଳପଡ଼ା ପଞ୍ଚାୟତରେ ଭବ୍ୟ ସମ୍ବର୍ଦ୍ଧନା ।
କଟକ ସଦର ବ୍ଲକ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କୁ କଳପଡ଼ା ପଞ୍ଚାୟତରେ ଭବ୍ୟ ସମ୍ବର୍ଦ୍ଧନା ।

କଟକ : କଟକ ସଦର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେପି ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କୁ କଳପଡ଼ା ଗ୍ରାମ ପଞ୍ଚାୟତ ତରଫରୁ ସ୍ଵାଗତ ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି। ଏହି ଅବସରରେ ପ୍ରସନ୍ନ ନାୟକ,ବାବୁନା ଦାସ,ଲୋକନାଥ ବେହେରା ଓ ସୁରେଶ ଦାସ ପ୍ରମୁଖ ବିଧାୟକଙ୍କୁ ଶୁଭେଚ୍ଛା ଦେବାସହ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।