ଭୁବନେଶ୍ୱରରେ ଲିଟା ମାତ୍ର ୯,୬୧୨୯ ଟଙ୍କାର ପ୍ରାରମିକ ମୂଲ୍ୟରେ ଉପରେ ଭୁବନେଶ୍ୱର ଭାରତର ଅନ୍ୟତମ ପ୍ରମୁଖ ଇଲେକଟ୍ରିକ ଗୁଇଚକିଆ ଯାନ ଉତ୍ପାଦନକାରୀ, ଏଥର ଏକର ଆଜି ଭୁବନେଶ୍ଵରରେ ଏହାର “ମିତ୍ର ଭିକ୍ଟା” ଗଲେରର ଆଲୋଚନ କରିଛି ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ ଏହାର କମ୍ୟୁନିଟି ସଦସ୍ୟ, ଇଲେକଟ୍ରିକ ଯାନ ରଖାହୀ ଓ ନୂଆ କାହା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫ୍ୟାମିଲି ସ୍କୁଟର ଭିଜ୍ଟା ଓ ଅଭିନବ ଜାଲୋ ହେଲ୍ମେଟର ଇନ୍ମୋଚନ କରଯାଇଛି ଏବଂ ୪୦ଟି ରିଟା ଫ୍ୟାମିଲି ସ୍କୁଟର ଡେଲିଭର କରାଯାଇଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏଥରର ଏକ୍ସପେରିଏନ୍ ଜୋନ୍କୁ ଅନ୍ଵେଷଣ କରିବା ପାଇଁ ସୁଯୋଗ ମିଳିଥିଲା, ଯାହା ସେମାନଙ୍କୁ ଏକ ନିମଜ୍ଜିତ ଅନୁଭୂତି ଏବଂ ବ୍ରାଣ୍ଡର ଆଉରାକ ଟେକ୍ନୋଲୋଜି ଓ କିଳାଇନ ଦର୍ଶନ ଉପରେ ଗଭୀର ସୂଚନା ପ୍ରଦାନ କରିଥିଲା

ଏହି ଅବସରରେ କମ୍ପାନୀର ନିଫ୍ ବିଲ୍ନେସ ଅଫିସର ରବନିତ ସିଂହ ଫୋକେଲା କହିଛନ୍ତି, “ଓଡିଶା ଆମ ପାଇଁ ଏକ ପ୍ରମୁଖ ବଢାର ଭାବେ ଭଲା ହୋଇଛି ଯାହା ଇଲେକ୍ଟ୍ରିକ ଯାନକୁ ନେଇ ବନ୍ଧିତ ସଚେତନତା ଓ ଗ୍ରହଣୀୟତା ଦ୍ୱାରା ପରିଚାଳିତ ହୋଇଛି ଭୁବନେଶ୍ଵର ପରିବାର ଉପରେ ଗୁରୁତ୍ୱ ଦେଉଥିବା ଏକ ବଜାର ଅଟେ, ବର୍ତମାନ ଆମର ପ୍ରଥମ ଫ୍ୟାମିଲି ସ୍କୁଟର ରିକ୍ଟା ସହିତ ଆମେ ଏକ ବଡ ସେଲ୍ଫେଟ୍ର ଆବଶ୍ୟକତା ପୂରଣ କରୁଛୁ ଭିଇଟା ନିର୍ଭରଯୋଗ୍ୟ ଓ ବ୍ୟବହାରିକ ଅଟେ ଏବଂ ଏହାକୁ ଭାରତୀୟ ପରିବାରଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ନିର୍ମାଣ କରାଯାଇଛି, ଯାହା ଏହାକୁ ପରିବାରଗୁଡିକ ପାଇଁ ଏକ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି ଭିଇଟାକୁ ଭୁବନେଶ୍ଵରର ଗ୍ରାହକମାନେ ଖୁବ୍ ଭଲ ଭାବରେ ଗ୍ରହଣ କରିଛନ୍ତି ଏବଂ ଆମେ ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଜାରି ରଖୁଥବା ଦେଖୁ ଉତ୍ସାହିତ ଅଛୁ

ଏଥର ଏନର୍ଜି ୨୦୧୮ରେ ଏହାର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର୍ର ଶୁଭାରମ୍ଭ କରିଥିଲା ଏବଂ ସେବେଠାରୁ ଏହା ୪୫୦ଏକ ଓ ୪୫୦ଏସ୍ ସମେତ ୪୫୦ ସିରିଜ୍ରେ ଉଚ୍ଚ ପ୍ରଦର୍ଶନକ୍ଷମ ମଡେଲଗୁଡିକ ପାଇଁ ଏକ ଖ୍ୟାତି ଅର୍ଜନ କରିଛି ନୂଆ କରି ଇଂଚ୍ ହୋଇଥିବା ରିଟା ଦୁଇଚକିଆ ଯାନର ଫ୍ୟାମିଲି ସେଗ୍ମାଂଟ୍ରେ ଏଥର୍ର ସମ୍ପ୍ରସାରଣକୁ ସୂଚିତ କରୁଛି କମ୍ପାନୀର ଓଡିଶାରେ ୫ଟି ଏକ୍ସପେରିଏନ୍ସ ସଂଟର (ଇସି) ଏବଂ ଦେଶବ୍ୟାପୀ ୨୦୦ରୁ ଅଧୁକ ଇସି ରହିଛି ଏହାବ୍ୟତୀତ ଏଥର ଓଡିଶାରେ ଏଥର୍ ଗ୍ରିଡ୍ସ ଭାବେ ପରିଚିତ ୪୦ରୁ ଅଧିକ ଫାଷ୍ଟ-ଚାର୍ଡିଙ୍ଗ୍ ଷ୍ଟେଶନ ଏବଂ ଦେଶବ୍ୟାପୀ ୧୯୦୦ଟି ପୀଷ୍ଟ ଚାର୍ଜି” ଷ୍ଟେସନ ସ୍ଥାପନ କରିଛି ରିଜ୍ଟା ଦୁଇଟି ମଜେଲରେ ୩ଟି ଭାରିଆଂଟ୍ ସହିତ ଆସୁଛି: ରିକ୍ଟା ଏସ୍ ଓ ରିଜ୍ଟା ଜେଜ, ଉଭୟରେ ୨.୯ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ରହିଛି ଏବଂ ଏକ ଟପ୍-ଏଣ୍ଡ ମଡେଲ ରିଜ୍ଟା ଜେଜ୍ ଯାହା ୩.୭ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହ ସୁସଜ୍ଜିତ ରହିଛି ୨.୯ କେଡବ୍ଲ୍ୟୁଏଚ୍ ଲାରିଆଂଟ୍ ୧୨୩ କିମିର ଏକ ଆନୁମାନିକ ଆଇଜିସି ରେଞ୍ଜ ପ୍ରଦାନ କରୁଥିବା ବେଳେ ୩.୭ କେଡବ୍ଲ୍ୟୁଏଚ୍ ଲାରିଆଂଟ୍ ଏକ ପ୍ରଭାବୀ ୧୫୯ କିମି ରେଞ୍ଜ ପ୍ରଦାନ କରୁଛି ରିଜ୍ଟା ଏସ୍ ୩ଟି ମୋନୋଟୋନ କଲରରେ ଉପଲବ୍ଧ ହେଉଥିବା ବେଳେ ରିଜ୍ଟା କେଡ୍ ୭ଟି କଲରରେ ଉପଲବ୍ଧ ହେଉଛି ଯେଉଁଥିରେ ୩ଟି ମୋନୋଟୋନ ଓ ୪ଟି ଜୁଆଇ-ଟୋନ୍ ବିକଳ୍ପ ସାମିଲ ରହିଛି ।

ପରିବାରଗୁଡିକୁ ଧାନରେ ରଖ୍ ଡିଜାଇନ କରାଯାଇଥିବା ଭିଟା ଆରାମ ସୁବିଧା ଓ ସୁରକ୍ଷାକୁ ମହତ୍ ଦେଉଛି ଏଥିରେ ବଜାର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ଆରାମଦାୟକ ସିଟ୍ ରହିଛି ଏବଂ ଏହା ୩୪ ଲିଟର୍ର ଅଣ୍ଡର-ସିଟ୍ କ୍ଷମତା ଓ ଏକ ଅସନାଲ ୨୨ଲିଟର ଫୁଙ୍କ୍ ଆକ୍ସେସରି ସମେତ ୫୬ଲିଟରର ଷ୍ଟୋରେଜ ସ୍ପେଶ ପ୍ରଦାନ କରୁଛି ଏହାର ବିଶାଳ ଫ୍ଲୋରବୋର୍ଡ ଚାଳକଙ୍କ ପାଇଁ ପର୍ଯ୍ୟାପ୍ତ ଲେଗ୍ ଵେଶ୍ ପ୍ରଦାନ କରୁଛି ଏଥର ଭିଟା ସହିତ ସ୍ପିକ ଟ୍ରୋଲର ଶୁଭାରମ୍ଭ କରିଛି, ଏହା ହେଉଛି କମ୍ପାନୀର ନିଜସ୍ବ ଟ୍ରାକ୍ଟନ କଂଟ୍ରୋଲ ସିଷ୍ଟମ ଯାହା ଅସମନଳ ରାସ୍ତା, ବାଲି, ଜଳ ତେଲ ଭଳି ଲୋ ଫ୍ରିକ୍ସନ ସର୍ଫେସ୍ଗୁଡିକରେ ଆକ୍ସିଲରେଟ କରିବା ସହିତ ଟ୍ରାକ୍ନ କ୍ଷୟକୁ ଦୂର କରିବା ପାଇଁ ବାଧାହୀନ ଭାବେ ମୋଟର ଟର୍କକୁ ନିୟନ୍ତ୍ରଣ କରିଥାଏ ଅତିରିକ୍ତ ସୁରକ୍ଷା ଫିଟର ଯେପରିକି ଫଲ୍ସେଫ୍, ଏମର୍ଜେନ୍ତି ଷ୍ଟପ୍ ସିଗନାଲ (ଇଏସ୍ଏସ୍), ଥେସ୍ଟ ଓ ଟୋ ଡିଟେକ୍ଟ, ପିଙ୍ଗ ମାର୍ଲ ସ୍କୁଟର ଆଦିକୁ ଭିଟାରେ ଏକତ୍ରିତ କରାଯାଇଛି ସମସ୍ତ ୩ଟି ଲାଗିଆଂଟ୍ରେ ୮୦ କେଏମ୍ପିଏଚ୍ର ଟପ୍ କିନ୍ ଓ ଦୁଇଟି ଗାଇଡିଂ” ମୋଜ୍- ଜିପ୍ ଓ ସ୍ମାର୍ଟଲକୋ ରହିଛି ୪୫୦ ସିରିଜ୍ରେ ଉପଲବ୍ଧ ଥୁକା ରାଇଜ ଆସିଷ୍ଟ ଫିଚର ଯେପରିକି ମ୍ୟାଜିକ୍ଟିଷ୍ଟ, ଅଟୋହୋଲ୍ଡ ଓ ରିଭର୍ସ ମୋଡ୍ ଆଦିକୁ ରିଟାରେ ଅନ୍ତର୍ଭୁକ୍ତ କରାଯାଇଛି ମ୍ୟାଜିକ୍ଟ୍ରିଷ୍ଟ ଫିଚର ଚାଳକଙ୍କୁ ଆକ୍ସିଲରେଟ ଓ ଡିସେଲିରେଟ୍ ପାଇଁ ଥଟଲ-ଟ୍ରିଷ୍ଟ ମାଧ୍ୟମରେ ସିଜ୍ କଂଟ୍ରୋଲ କରିବାକୁ ଅନୁମତି ଦେଇଛି ଅଟୋହୋଲ୍ଡ ଫିଚର ସ୍ଫୁଟରକୁ ଗଜାଣିଆ ରାସ୍ତାରେ ସ୍ଥିର ରଖୁଥାଏ ଏବଂ ରିଭର୍ସ ମୋଡ ବିନା ବାଧାରେ ସହଳରେ ରିଭର୍ସ କରିବାକୁ ଅନୁମତି ଦେଇଥାଏ

ଏଥର ପକ୍ଷରୁ ହାଲୋ ହେଲ୍ମେଟ୍ ପ୍ରଦର୍ଶିତ କରାଯାଇଛି ଯାହାକି ହେଉଛି ହରମନ କାର୍ଡୋନର ସୁପରଲେଟିଲ୍ ଅଡିଓ ଥିବା ଏକ ଇଂଟିଗ୍ରେଟେଡ ସ୍ମାର୍ଟ ହେଲ୍ମେଟ୍ ଏହା ନିଜସ୍ଵ ଅଟୋ ଷ୍ଟେୟାଇଡିଟେକ୍ଟ ଟେକ୍ନୋଲୋଜି, ସ୍ୱାୟାରଲେସ୍ ଚାର୍ଜି” ଏବଂ ସ୍ଫୁଟର୍ର ହ୍ୟାଣ୍ଡେଲବାର ମାଧ୍ୟମରେ ମ୍ୟୁଜିକ ଓ କଲ୍ ପାଇଁ କଂଟ୍ରୋଲ ସହିତ ଏକ ବାଧାହୀନ ଅଭିଜ୍ଞତା ଦେଇଛି ହାଲୋ ହେଲ୍ମେଟ ଏଥର ଚିଡାଟ୍ ସହ ଆସୁଛି ଯାହା ଚାଳକ ଓ ପଛରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ହେଲ୍ମେଟ-ଟୁ-ହେଲ୍ମେଟ୍ ଯୋଗାଯୋଗକୁ ସକ୍ଷମ କରିଥାଏ ଏହା ଦୁଇଟି ରଙ୍ଗ ବିକଳ୍ପ ସହ ଆସୁଛି ଏବଂ ଏଥିରେ ଏକ ସ୍ୱଚ୍ଛ, ଫ୍ୟୁଚରିଷ୍ଟିକ ଡିଜାଇନ ରହିଛି ସମସ୍ତ ୩ଟି ଭାରିଆଂଟ୍ ଏଥର୍ର ୫ ବର୍ଷର ଅସନାଲ ୱାରୋଟି ପ୍ରୋଗ୍ରା ” ଏଥର ବ୍ୟାଟେରୀ ପ୍ରୋଟେକ୍ଟ” ସହ ଆସୁଛି ଯାହା ବ୍ୟାଟେରୀ ୱାରେଟିକୁ ୫ ବର୍ଷ ୬୦,୦୦୦ କିମିକୁ ବୃଦ୍ଧି କରୁଛି ଏହି ୱାରେଟି ବ୍ୟାଟେରୀ ବିଫଳତାକୁ କଭର କରୁଛି ଏବଂ ୫ ବର୍ଷ ଶେଷ ହେବା ପରେ ବ୍ୟାଟେରୀ ପାଇଁ ସର୍ବନିମ୍ନ ୭୦% ୱେଟ୍-ଅଫ୍-ହେଲ୍ଥର ଗ୍ୟାରେଟି ଦେଉଛି
ଏଥର ରିଜ୍ଟା ପାଇଁ ବୁକିଙ୍ଗ ଓ ଟେଷ୍ଟ ରାଇଜ ଆରମ୍ଭ ହୋଇଥିବା ବେଳେ ଡେଲିଭରି ଖୁବ୍ଶୀଘ୍ର ଆରମ୍ଭ ହେବ ୨.୯ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହିତ ଏଥର ରିଜ୍ଟା ଏସ୍ର ମୂଲ୍ୟ ୯୬୧୨୯ ଟଙ୍କା ଏକ୍ସ-ଶୋ’ରୁମ୍ ଭୁବନେଶ୍ଵର ରହିଛି ୨୨.୯ କେଡବ୍ଲ୍ୟୁଏଚ୍ ଓ ୩.୭ କେଡବ୍ଲ୍ୟୁଏନ୍ ବ୍ୟାଟେରୀ ସହ ଏଥର ରିଜ୍ଟା ଜେଡ୍ର ମୂଲ୍ୟ ଯଥାକ୍ରମେ ୧୧୧, ୧୨୯ ଟଙ୍କା ଓ ୧୨୭,୧୨୯ ଟଙ୍କା ଏକ-ଶୋ’ରୁମ୍ ଭୁବନେଶ୍ବର ରେ ରହିଛି
