ବିଦ୍ୟାଳୟ ର ସଭାପତି ସିମାଞ୍ଚଳ ଶତପଥୀଙ୍କ ସଭାପତିତ୍ବରେ ଏହି ଉତ୍ସାବରେ ମୁଖ୍ୟଅତିଥି ଭାବେ କବିସୂଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସ୍ବତନ୍ତ୍ର ଅତିଥି ଭାବେ ବ୍ଲକ ଅଧକ୍ଷା ରେଣୁ ଗୌଡ଼ ,ଜିଲ୍ଲା ପରିଷଦ ସଦସ୍ୟ କଲ୍ୟାଣୀ ପାତ୍ର, ମଧୁମିତା ସାହୁ, କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆତ୍ମା ଅଧକ୍ଷ ବିଜୟ କୁମାର ପ୍ରଧାନ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ସରପଞ୍ଚ ମନୀଷା ପ୍ରଧାନ,ପଙ୍କଜ ସେଠି ,ପ୍ରତିନିଧି ହୃଷିକେଶ ମେହେଣା, ବସନ୍ତ ମଳିକ, ସମିତି ସଭ୍ୟ ପ୍ରତିନିଧି ଏ. ସନ୍ତୋଷ କୁମାର ପାତ୍ର, ଜିତେନ୍ଦ୍ର ଗୌଡ଼ ସମାଜସେବୀ ଜଟେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି କୁନି କୁନି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ! ଟ୍ରଷ୍ଟ ସଭ୍ୟ ଅଶୋକ କୁମାର ସେନାପତି ସଭା ପରିଚାଳନା କରିଥିଲେ! ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ନେଈ ସାଂସ୍କତିକ କାଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
