You are currently viewing ପରୋପକାରୀ ମହିଳା ଶଶୀ ମହାଙ୍କୁଡ ଙ୍କ ଦ୍ୱାଦଶାହ ଦିବସ ରେ ସ୍ମୃତି ଚାରଣ କଲେ ଉପସ୍ଥିତ ବ୍ୟକ୍ତି ମାନେ |
ପରୋପକାରୀ ମହିଳା ଶଶୀ ମହାଙ୍କୁଡ ଙ୍କ ଦ୍ୱାଦଶାହ ଦିବସ ରେ ସ୍ମୃତି ଚାରଣ କଲେ ଉପସ୍ଥିତ ବ୍ୟକ୍ତି ମାନେ |

ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼,ଙ୍କ ଶାଶୁ,ଓ ପୁଅ ତଥା 4ନଂ କାଉନ ସିଲର ଅଶୋକ ମହାଙ୍କୁଡ ଙ୍କ ମାଆ ଶଶି ମହାଙ୍କୁଡ ଙ୍କ ଦ୍ୱାଦଶାହ ଦିବସରେ ସପନେଶ୍ୱର ମନ୍ଦିର ପରିସରରେ ତାଙ୍କରି ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଦ୍ୱାଦଶାହ ଦିବସ ରେ ଖଲ୍ଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ଖଲ୍ଲିକୋଟ ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଘୁମୁସର ବିଜେପି ସମ୍ପାଦକ ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାଶ, ତାରା ତାରିଣୀ କଲେଜ ର ପୂର୍ବତନ ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ, ପୂର୍ବତନ ଅଧ୍ୟାପିକା ଡ଼ଃ ଗାୟତ୍ରୀ ଦାଶ, ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ସାହୁ, ଓ ଅନ୍ୟନ୍ୟ ଅଧ୍ୟାପକ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ପ୍ରତାପୁର ଗ୍ରାମର ତଥା ହାଇକୋର୍ଟ ର ଓକିଲ ପଦ୍ମ ଚରଣ ପଟନାୟକ, ପ୍ରେମାନନ୍ଦ ସାହୁ, ସୁଦର୍ଶନ ନାୟକ, ଏନଏସିର ପ୍ରାୟ ସବୁ କାଉନ ସିଲର, ଉପାଧ୍ୟାକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବାର ସଭାପତି ସ୍ୱରାଜ୍ୟ କୁମାର ପାଣିଗ୍ରାହୀ, ଏନଏସିର ସବୁଷ୍ଟାଫ, ପୁରୁଷୋତ୍ତମପୁର ବ୍ଲକ ର ସବୁ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ବ୍ଲକର ଅଧିକାଂଶ ଷ୍ଟାଫ, ବହୁ ଠିକାଦାର, ଭଦ୍ରବ୍ୟକ୍ତି, ଓ ଏନଏସିର ବହୁ ବ୍ୟକ୍ତି ବିଶେଷ, ସ୍ୱୟଂ ସହାୟିକା ଗୋଷ୍ଠି, ଛତ୍ର ପୁର ଓ ପୁରୁଷୋତ୍ତମପୁର ର ବହୁ ସାମ୍ବାଦିକ ମାନେ ଉପସ୍ଥିତ ହୋଇ ଶଶୀ ମହାଙ୍କୁଡଙ୍କ ଫୋଟ ରେ ପୁଷ୍ପଦେଇ ତାଙ୍କର ସ୍ମୃତି ଚାରଣ କରି ଥିଲେ |

ଏହା ସହ ପୁଅ ସୁରେନ୍ଦ୍ର ମହାଙ୍କୁଡ, ପ୍ରଶାନ୍ତ ମହାଙ୍କୁଡ, ଅଶୋକ କୁମାର ମହାଙ୍କୁଡ,ବୋହୁ ଲକ୍ଷୀ ମହାଙ୍କୁଡ, ରୁନୁମହାଙ୍କୁଡ,ମାମି ମହାଙ୍କୁଡ,ପ୍ରିୟଙ୍କାମହାଙ୍କୁଡ, ଝିଅ ସୌଦାମିନୀ ଗୌଡ଼ ଓ ନାତି ନାତୁଣୀ ମଧ୍ୟ ଉପସ୍ଥିତ ରହି ଏହି ଦ୍ୱାଦଶାହ କାର୍ଯ୍ୟ ରେ ସହଯୋଗ କରିଥିଲେ | ଏହା ସହ ଅଶୋକଙ୍କ ବହୁ ସାଙ୍ଗ, ସାଥୀ, ଯୁବ ଗୋଷ୍ଠି ଓ ସାଙ୍ଗ ସାଥୀ, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ