You are currently viewing ଶ୍ରାବଣ ମାସରେ ଜଳାଭିଷେକ କଲେ ଭକ୍ତ ।
ଶ୍ରାବଣ ମାସରେ ଜଳାଭିଷେକ କଲେ ଭକ୍ତ ।

କଟକ : ଶ୍ରାବଣ ମାସ ଉପଲକ୍ଷେ ମାନସିକଧାରୀ ମାନେ ବିଭିନ୍ନ ପବିତ୍ର କ୍ଷେତ୍ର ବା ନଦୀରୁ ଜଳ ଉଠାଇ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥାନ୍ତି । ତୃତୀୟ ସୋମବାର ୪୨ ମୌଜା ବରାଳ ଗ୍ରାମର ଶୈବ ଉପାସକ ମାନେ ବିଶ୍ଵ କଲ୍ୟାଣ ବାର୍ତା ନେଇ ସଂକଳ୍ପ ସ୍ୱରୂପ ପଣ୍ଡୁସର ନଦୀରୁ ଜକ ଉଠାଇଥିଲେ । କାଉଡ଼ିଆ ଭକ୍ତ ନୟାଗଡ଼ସ୍ଥ ଲଡୁକେଶ୍ୱର୍ ମହେଶଙ୍କ ପୀଠରେ ଜଳାଭିଷେକ କରି ମଙ୍ଗଳ କାମନା କରିଛନ୍ତି । ଏହି ବୋଲବମ୍ ଯାତ୍ରାରେ ନରେଶ,ମୁନା,ମନୁଆ,ପପି,ବୁବୁନି, ରାକେଶ,ପ୍ରଶାନ୍ତ,ରିଣ୍ଟୁ,ସୁନିଲ, ରୋନି,ତ୍ରିଲୋଚନ,ସାହିଲ,ବୁଲୁ, ବାବୁ,ସିକୁଲ,ବିକାଶ,ଲକି,ଚିତ,ଚିନୁ, ଶୁଭମ୍,ଶ୍ରୀତମ,ବିଶ୍ଵନାଥ,ଲିପୁ, ମହେଶ,ଗୁଡୁ,ବୁଟୁ,ପୁଚ,ପିକୁନ,ବଣ୍ଟି, ଜିତୁ,ବିଦ୍ୟା,ରାଜା,କାହ୍ନୁ ପ୍ରମୁଖ ଭକ୍ତ ଯୋଗଦାନ କରିଥିଲେ ।