You are currently viewing ସାନଖେମୁଣ୍ଡି ରେ ମାଂ ରତନେଇ ପାହାଡ଼ ର ଉନ୍ନତି କରଣ ସକାଶେ ମଞ୍ଜୁର ହେଲା ୧ କୋଟି ୩୦ ଲକ୍ଷ
ସାନଖେମୁଣ୍ଡି ରେ ମାଂ ରତନେଇ ପାହାଡ଼ ର ଉନ୍ନତି କରଣ ସକାଶେ ମଞ୍ଜୁର ହେଲା ୧ କୋଟି ୩୦ ଲକ୍ଷ

ସାନଖେମୁଣ୍ଡି : (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ମାଂ ରତନେଇ ପାହାଡ କୁ ମୁଖ୍ୟ ମନ୍ତ୍ରୀ ଙ୍କ କାଯ୍ୟାଳୟ ଓ ସରକାରଙ୍କ ୫ ଟି ପକ୍ଷରୁ ଆଥିକ ଅନୁଦାନ ମଞ୍ଜୁର ହୋଇଛି ସାନଖେମୁଣ୍ଡି ରେ ଏକ ପ୍ରମୁଖ ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା ରତନେଇ ପାହାଡ ଅଗଷ୍ଟ ମାସରେ ୫ଟି ସଚିବ ଭିକାତ୍ତିକେୟନ ପାଡିଆନ ଙ୍କ ସାନଖେମୁଣ୍ଡି ଗସ୍ତ ଓ ସ୍ୱତନ୍ତ୍ର ଅଭିଯୁଗ ଶୁଣାଣି କାଯ୍ୟକ୍ରମ ରେ ଲୋକ ଙ୍କ ଅଭିଯୋଗ ଆଧାର ରେ ମାଂ ରତନେଇ ପୀଠକୁ ଜିଲ୍ଲାର ଏକ ପ୍ରମୁଖ ପଯ୍ୟଟକ ସ୍ଥଳୀ ଭାବେ ରୂପାନ୍ତରିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ କାଯ୍ୟଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ୫ଟି ପକ୍ଷରୁ ପ୍ରଥମ ପ୍ରଯ୍ୟାୟ ରେ ୧ କୋଟି ୩୦ ଲକ୍ଷ ବୟ ଅଟକଳରେ ମନ୍ଦିର କଲ୍ୟାଣ ମଣ୍ଡପ ବିଶ୍ରାମ ଗୃହ ଭିୟୁ ପଏଣ୍ଟ ନିର୍ମାଣ ଆଲୋକ କିରଣ ପାନୀୟ ଜଳ ବ୍ୟବସ୍ଥା ପ୍ରଭୁତି କାଯ୍ୟକାରି ହେବ ସରକାର ଙ୍କ ଉଦୀୟମ ଓ ଆଥିକ ଅନୁମୋଦନ ଯୋଗୁ ଭବିଷତରେ ଗଞ୍ଜାମ ପଯ୍ୟଟନ ମାନ ଚିତ୍ର ରେ ସାନଖେମୁଣ୍ଡି ମାଂ ରତନେ ପୀଠ ଯୋଡି ହେବାସହ ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିବାକୁ ଯାଉଛି