ଖଲ୍ଲିକୋଟ : 25/8 ପବିତ୍ର ଭଦ୍ରବ କୃଷ୍ଣ ସପ୍ତମୀ ଠାରୁ ଖଲ୍ଲିକୋଟ ରେ ଅନୁ ରୁଢ଼ା ଯୁବତୀ ମାନେ ଭାଇ ମାନଙ୍କ ଶୁଭ ମାନସୀ ଆରମ୍ବ କରିଛନ୍ତି ପାରମ୍ପରିକ ଖୁଦୁରୁକୁଣୀ ଓଷା |ଖଲ୍ଲିକୋଟ ରେ ବିଭିନ୍ନ ସାହି ରେ ଅନୁ ରୁଢ଼ା ଝିଅ ମାନେ ଦିନ ତମାମ ଉପବାସ ରହି ସନ୍ଧ୍ୟା ସମୟ ରେ ଘଣ୍ଟ ଘଣ୍ଟା ଓ ହୁଳହୁଳି ଶବ୍ଧ ରେ ପୋଖରୀ କୁ ଯାଇ କୁମ୍ଭ ବୁଡାଇ ମା ମଙ୍ଗଳା ଙ୍କ ନିକଟରେ ସମର୍ପଣ କରି ନାନାଦି ଫଳ ପୁଷ୍ପ କୁ ଠାକୁରାଣୀ ଙ୍କ ନିକଟରେ ସମର୍ପଣ କରି ପୂଜା ଅର୍ଚନା କରି ଭାଇ ମାନଙ୍କ ଦୀର୍ଘ
ଜୀବନ ଓ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ମାନସୀ ଭାଦ୍ରବ ମାସ ର ଚାରି ଗୋଟି ରବିବାର ପୂଜା କରି ଥାନ୍ତି |ଏହା ଭାଦ୍ରବ ପୂର୍ଣମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିଥାନ୍ତି |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ

