ପୁରୁଷୋତ୍ତମପୁର ସହର ଠାରେ ଥିବା ଭାରତୀୟ ଜୀବନ ବୀମା ନିଗମ ଅଫିସ ଆଜି ତାର 68 ତମ ଜନ୍ମ ବାର୍ଷିକ ପୁରୁଷୋତ୍ତମପୁର ଶାଖା ଅଫିସ ରେ ଶାଖା ପ୍ରବନ୍ଧକ ହରିକୃଷ୍ଣ ପାଢ଼ୀ, ସମସ୍ତ ବିକାଶ ଅଧିକାରୀ ଓ ସମସ୍ତ ଅଭିକର୍ତ୍ତା ( ଏଲ ଆଇସି ଏଜେଣ୍ଟ, ) ଓ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ପାଳନ କରିଛନ୍ତି l

ବୀମା ସପ୍ତାହ ଗତକାଲି ଥିଲା ବେଳେ ଓ କାଲି ରବିବାର ଥିବାରୁ ଆଜି ସମସ୍ତେ ମିଶି ପାଳନ କରିଥିଲେ | ଏହାକୁ ଶାଖା ପ୍ରବନ୍ଧକ ହରିକୃଷ୍ଣ ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | ଭାରତୀୟ ଜୀବନ ବୀମା ର କର୍ପୋରେଟ ଧ୍ୱଜା କୁ କେବେବି ତଳେ ପକେଇବେ ନାହିଁ ବୋଲି ଶପଥ ନେଇଥିଲେ | ଏବଂ ଶେଷରେ ସମସ୍ତେ ମିଷ୍ଟାର୍ଣ୍ଣ ଖାଇ ଅଫିସ କାର୍ଯ୍ୟ ଆରମ୍ଭ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ

