ସାନଖେମୁଣ୍ଡି ( ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପଟିଗୁଡା ଗ୍ରାମପଞ୍ଚାୟତ ପଟିଗୁଡା ଗ୍ରାମ ରେ ଲଗାଣ ବର୍ଷା ଯୋଗୁଁ କେନାଲ ଭାଙ୍ଗି ଗ୍ରାମରେ ପଶିଲା ପାଣି ଲଗୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇଗଲେଣି ଏପରିକି ଉପର ମଙ୍ଗରେ ଘାଇ ଥିବାଯୋଗୁଁ କେନାଲ ଭାଙ୍ଗି ପାଣି ଏବେ ଗାଁ ଭିତରେ ପଟିଗୁଡା ଟୁ ପୋଡାମାରୀ ଜିବା ମୁଖ୍ୟ ରାସ୍ତା ରେ.

ପ୍ରାୟ ୩ ଫୁଟ ପାଣି ବୋହୁଥିବା ଦେଖିବାକୁ ମିଳିଛି ସମ୍ପୂର୍ଣ ଯାତାୟାତ ଠପ ହୋଇଯାଇଛି ପଟିଗୁଡା ରଥପୁର କେଶପୁର ରଘୁନାଥପୁର କୁଶପଲ୍ଲୀ ର ଲୋକ ମାନେ ନାଇନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା

ସାନଖେମୁଣ୍ଡି ରୁ ରଘୁନାଥ ନାୟକ
