You are currently viewing ଏଲାମା ଝାମି ମନ୍ଦିର ଠାରେ ମାଆଙ୍କ ନବରାତ୍ର ପୂଜା ଅନୁଷ୍ଟିତ ,
ଏଲାମା ଝାମି ମନ୍ଦିର ଠାରେ ମାଆଙ୍କ ନବରାତ୍ର ପୂଜା ଅନୁଷ୍ଟିତ ,

ବ୍ରହ୍ମପୁର , ୧୦/୧୦ -:- ବ୍ରହ୍ମପୁର ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଥିବା ବହୁ ପୁରାତନ ଓ ପ୍ରତିଷ୍ଠିତ ଏଵଂ ପ୍ରସିଦ୍ଧ ଏଲାମା ଝାମି ମନ୍ଦିର ଠାରେ ମାଆଙ୍କ ନବରାତ୍ର ପୂଜା ଅନୁଷ୍ଟିତ ହୋଇଯାଇଛି ବହୁ ପ୍ରାଧାନ୍ୟ ବ୍ୟକ୍ତି ଓ ମନ୍ଦିରର ଉନ୍ନୟନ କମିଟିର ସମସ୍ତ ସଦସ୍ୟ ଏଵଂ କର୍ତ୍ତା ପଣ୍ଡିତ ଶ୍ରୀ ରାଜେଶ କୁମାର ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଉକ୍ତ ନବରାତ୍ର ପୂଜା ଚଳିତ ମାସ=3=10=2024 ଠାରୁ ଆରମ୍ଭ ହୋଇ 11=10=2024 ତାରିଖରେ ସମାପନ ହେବ l ଉକ୍ତ ନବରାତ୍ର ପୂଜା ଉଛବରେ ଶ୍ରୀ ୟୁ,ଭେଙ୍କଟ, ଶ୍ରୀମାନ କାର୍ତ୍ତିକ ବେହେରା , ଟି ଗଣେଶ, ସୁରେଶ ସାହୁ ,ରାହୁଲ ସେଠୀ,ସାଗର ରାଓ, ସନ୍ତୋଷ ପାଳ, ଚିଣ୍ଟ ଦଳାଇ, ୟୁ ଗୀତା, କେ କ୍ରିଷ୍ଣା ବେଣି, ଲୀଲା ବେହେରା, କବିତା ମୁନି, ଟୁଟୁ ଦାସ, କୋରା ବେହେରା ଏଵଂ ମନ୍ଦିରର ମୁଖ୍ୟ ପୂଜକ ନରସିଂହ ମୁନି ଙ୍କ ପ୍ରତ୍ୟକ୍ଷ ସହଯୋଗରେ ନବରାତ୍ର ପୂଜା ଚାଲିଛି।