ସାନଖେମୁଣ୍ଡି :୨୨/୦୯/୨୩ (ରଘୁନାଥ ନାୟକ ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଟିଗୁଡା ଗ୍ରାମରେ ଦୁଇଦିନ ଧରି ଚାଲି ଆସୁଥିବା ଗଣେଷ ପୂଜା ରେ ଆଜି ଗୁରୁବାର ରାତ୍ର ରେ ପୌରାଣିକ ନାଟକ ଭାରତ ନୀଳା ନାଟକ ଟି ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଓ ସରପଞ୍ଚ ସୀମାଞ୍ଚଳ ଗୌଡ଼ ଓ

ପଟିଗୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିନାଥ ପଣ୍ଡା ପଟିଗୁଡା ଗ୍ରାମ ରେ ପହଞ୍ଚି ଗଜାନନଙ୍କ ଠାରେ ଆଶ୍ରିବାଦ ଲାଭ କରିବାସହ ଗ୍ରାମ ବାସୀଙ୍କ ମଙ୍ଗଳକାମନା ପ୍ରାଥନା କରିଥିଲେ ଏବଂ ଭାରତ ନୀଳା ନାଟକ ଟିକୁ ଉଦ୍ଧଘାଟଣ କରିଥିଲେ ଗ୍ରାମର ବରିଷ୍ଠ ବ୍ୟକ୍ତି ମୁଚିୟା ଗୌଡ଼ ଓ ଅରକ୍ଷିତ ଗୌଡ଼ ଲକ୍ଷ୍ମଣ ପଣ୍ଡା ଙ୍କ ସହଯୋଗରେ ନାଟକ ଟି ଅନୁଷ୍ଠିତ ହୋଇଥିଲା ଗ୍ରାମ ର ସମସ୍ତ କମିଟି ବୃନ୍ଦ ମାନେଉପସ୍ଥିତ ରହି ଅତିଥିମାନଙ୍କୁ ଉପଟନ ପ୍ରଦାନ କରିବାସହ ଶାନ୍ତି ଶୁଙ୍ଖଳା ବଜାଇରଖିଥିଲେ।


