You are currently viewing ତାରା ତାରିଣୀ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ! ଅନୁଷ୍ଠିତ ,
ତାରା ତାରିଣୀ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ! ଅନୁଷ୍ଠିତ ,

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାରାତାରିଣୀ ମହା ବିଦ୍ୟାଳୟ ତରଫରୁ ଭିଜିଲାନ୍ସ ଆୱାରନେସ ସପ୍ତାହ ପାଳନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡାଙ୍କ ସଂଯୋଜନା ରେ ଆରମ୍ଭ କରାଯାଇ ଥିଲା | ଏହି ସଚେତନତା କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଲାଞ୍ଚ ନଦେବା ଓ ଲାଞ୍ଚ ନନେବା ପାଇଁ ଶପଥ ପାଠ କରା ଇଥିଲେ। ସମସ୍ତ ଛାତ୍ର, ଛାତ୍ରୀ ମାନେ ମଧ୍ୟ ଜୀବନ ରେ ଯେକୌଣସିକର୍ମ ସଂସ୍ଥା ରେ ନିଯୁକ୍ତିହେଲେ ମଧ୍ୟ ଏହାକୁସବୁବେଳେ ଅକ୍ଷରେ, ଅକ୍ଷରେ ପାଳନ କରିବେ ବୋଲିପ୍ରତିଶୃତି ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ମିଶି ଶପଥ ପାଠ ରେ ଅଂଶ ଗ୍ରହଣ କରି ଥିଲେ।